ବାପାଙ୍କ ଆଶୀର୍ବାଦରୁ ଜିତିଲି: ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜୟୀ ହେବା ପରେ ଦୀପାଳି ଦାସ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକାଶ ହେବ ବୋଲି କହିଛନ୍ତି । ବାପାଙ୍କ ଆଶୀର୍ବାଦରୁ ଜିତିଲି ବୋଲି କହିଛନ୍ତି ଦୀପାଳି ଦାସ । ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି…

କର୍ଣ୍ଣାଟକରେ କଂଗ୍ରେସ ଗଠନ କରିବ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ବାଜି ମାରିନେଇଛି କଂଗ୍ରେସ । ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଦେଖାଦେଇଛି ।  କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିବ…

ଝାରସୁଗୁଡ଼ାରେ ବିଜେଡିର ଦୀପାଳି ଦାସ ବିଜୟୀ

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି । ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି ଦାସ ।  ଗତଥର ବିଧାୟକ ଥିବା ସ୍ବର୍ଗତ ନବ ଦାସ ଯେତିକି ଭୋଟ ପାଇଥିଲେ ତାହାଠାରୁ ଅଧିକ ଭୋଟ ପାଇଛନ୍ତି ଦୀପାଳି ।  ୪୮,୬୧୯ ଭୋଟରେ ଜିତିଛନ୍ତି ଦୀପାଳି ଦାସ  । ବିଜେପିର…

ଝାରସୁଗୁଡ଼ା ଭୋଟ ଗଣତି ଆରମ୍ଭ: ବିଜେଡି ଆଗୁଆ ଚାଲିଛି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଭୋଟ ଗଣତି ଆରମ୍ଭ ହୋଇଛି ।  ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ଅଛନ୍ତି  । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ବିତୀୟରେ ଅଛନ୍ତି ।  ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୧୩, ୫୪୫ ଭୋଟରେ ଆଗୁଆ  । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି-୩୦୦୫୦…

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା…

ମୋଦି ଆସିବେନି:୧୮ରେ ପୁରୀରୁ ହାଓଡା ଚାଲିବ  ‘ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ ନାହିଁ । ଭର୍ଚୁଆଡ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନ କରିବେ । ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରହିବେ ପୁରୀଠାରେ କେନ୍ଦ୍ର…

ନୂଆମନ୍ତ୍ରୀ କିଏ ହେବ? ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର : ନୂଆମନ୍ତ୍ରୀ କିଏ ହେବ?  ତିନି ଜଣ ନୂଆ ମନ୍ତ୍ରୀ ହେବେ । ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ ବିଜେଡିରେ ଚର୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରୁ ଫେରିବେ । ରାଜ୍ୟପାଳ…

ଆଜି କର୍ଣ୍ଣାଟକ ନିର୍ବାଚନ ଫଳ;କିଏ ଗଢ଼ିବ ସରକାର?

ବେଙ୍ଗାଲୁରୁ: ଦକ୍ଷିଣରେ କାହାର ଉଡିବ ବାନା । କର୍ଣ୍ଣାଟକରେ କାହାର ହେବ ସରକାର । ନିଜ ସରକାର ବଜାୟ ରଖିପାରିବ କି ବିଜେପି? ନା କଂଗ୍ରେସ ସରକାର ଗଠନ କରିବ । ଏସବୁ ପ୍ରଶ୍ନର ଉତ୍ତର ଆଜି ମଧ୍ୟାହ୍ନ ସୁଦ୍ଧା ଜଣାପଡିବ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କିଏ ମାରିବ ବାଜି ତାହାର  …

ସୂର୍ଯ୍ୟକୁମାରଙ୍କ ଶତକ : ଗୁଜରାଟକୁ ୨୭ ରନରେ ପରାସ୍ତ କଲା ମୁମ୍ବାଇ

ଗୁଜରାଟକୁ ୨୭ ରନରେ ପରାସ୍ତ କରିଛି ମୁମ୍ବାଇ । ଗୁଜରାଟ ଆଗରେ ୨୧୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ। ଗୁଜରାଟ ୮ ଉଇକେଟ ହରାଇ ୧୯୧ ରନ କରିଥିଲା । ରସିଦ ଖାନ୍  ଶେଷରେ  ଭଲ ସଟ୍ ମାରିଥିଲେ । ୩୨ ବଲରେ ୭୯ ରନ୍ କରିଥିଲେ ରସିଦ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପକ୍ଷରୁ ଦମଦାର ଶତକ…

କଂଗ୍ରେସ ବିଜୟ ହେବ: ଡି.କେ ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମର ବିଜୟ ହେବ  । ଏହା କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । ଆସନ୍ତାକାଲି ଫଳାଫଳ ବାହାରିବ । ସମସ୍ତ ଦଳର ନେତାମାନେ ନିଜ ନିଜ ବିଜୟ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ…