ସିଦ୍ଦରମେୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ : ୨୦ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: ବୁଧବାର ଦିନ ତମାମ୍ ଆଲୋଚନା ପରେ ଶେଷରେ ବାହାରିଛି କିଏ ହେବ ମୁଖ୍ୟମନ୍ତ୍ରୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ  ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି ।…

ଆଜି ବାହାରିବ ମାଟ୍ରିକ୍‌ ପରୀକ୍ଷାଫଳ: www.bseodisha.ac.in ରେ ପରୀକ୍ଷାଫଳ ଉପଲବ୍ଧ ହେବ

କଟକ :  ୨୦୨୩ ମାଟ୍ରିକ୍‌ ଫଳ ଆଜି ବାହାରିବ । ମାଟ୍ରିକ ସହ  ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ  ୧୦ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ…

ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ: ଆଜି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ଭର୍ଚୁଆଲ ମୋଡରେ  ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ…

ପଞ୍ଜାବକୁ 15 ରନରେ ହରାଇଲା ଦିଲ୍ଲୀ

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ  ୧୫ ରନ୍‌ରେ ପଞ୍ଜାବକୁ ପରାସ୍ତ କରିଛି। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍‌ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮ କରିଥିଲା । ଲିଭିଂଷ୍ଟୋନ୍‌ ୯ ଛକା ଓ ୫ ଚୌକା ସହାୟତାରେ ୪୮ ବଲ୍‌ରୁ ୯୪ ରନ୍‌ ସଂଗ୍ରହ କରିଥିଲେ। ଏହି ବିଜୟ ଦିଲ୍ଲୀ ପାଇଁ ବିଶେଷ କିଛି…

ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର…

ଉପମୁଖ୍ୟମନ୍ତ୍ରୀ ଅଫରକୁ ଶିବକୁମାରଙ୍କ ନା

ବେଙ୍ଗାଲୁରୁ: ସିଦ୍ଧରମୈୟା ହେବେ  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।  ଶିବ କୁମାର ହେବେ ଉପମୁଖ୍ୟମନ୍ତ୍ରୀ । ଏହି ଖବର ଆସୁ ଆସୁ ଏବେ ଶିବକୁମାର ଏହାକୁ ମାନିବାକୁ ନାରାଜ । ଉପମୁଖ୍ୟମନ୍ତ୍ରୀ ହେବାକୁ ସେ ସିଧା ସିଧା ନା କରିଦେଇଛନ୍ତି । ତେଣୁ ଆସନ୍ତାକାଲି  ସିଦ୍ଧରମୈୟାଙ୍କ  ଶପଥ କାର୍ଯ୍ୟକ୍ରମ…

ଆସନ୍ତାକାଲି ୮୦୦୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କ‌ରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ  ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହ କଟକ, ପୁରୀ  ୨ଟି ଷ୍ଟେସନର ଶିଳାନ୍ୟାସ ଭର୍ଚୁଆଲ ମାଧ୍ୟମରେ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୮ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ଉଭୟ ପୁରୀ ଓ କଟକ…

ଫାଳେ ଇଞ୍ଜିନରେ ଚାଲିଛି ସରକାର :ଧର୍ମେନ୍ଦ୍ର

ଭୁବନେଶ୍ବର: ଝାରସୁଗୁଡ଼ା ନିର୍ବାଚନରେ ବିଜୟ ପରେ  ପ୍ରଥମେ କେନ୍ଦ୍ର ସରକାରକୁ ନବୀନ କରିଥିଲେ  ଟାର୍ଗେଟ୍ । ଆଉ ଏବେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର ଦେଖିବାକୁ ମିଳିଛି। ବିଜେପିର ଡବଲ ଇଞ୍ଜିନ ନୁହେଁ ଲୋକ ଗୁଡ ଗଭର୍ଣ୍ଣାସ ଚାହାଁନ୍ତି ବୋଲି ନବୀନ କହିଥିଲେ । ଏଭଳି  ସମାଲୋଚନା ପରେ…

ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ଶଶିଭୂଷଣ ବେହେରା

ଭୁବନେଶ୍ବର: ଘର କଥା ବାହାରେ ଚର୍ଚା ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ତାଙ୍କ ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।  ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି ଶଶୀଭୂଷଣ । ଶଶିଭୂଷଣ କହିଛନ୍ତି,…

ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ୍ ନେଇ ଦେଶର ଶହେଟି ସ୍ଥାନରେ NIA ଟିମ୍ ଚଢଉ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ  ଏନଆଇଏ ଟିମ୍  ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଚଢଉ ଚାଲିଛି । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ  ଟିମ୍ ଚଢଉ କରିଛି ।  ଆତଙ୍କବାଦୀମାନେ  ପାଣ୍ଠିଯୋଗାଡ ପାଇଁ…