ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ଆଜି
ଭୁବନେଶ୍ବର : ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେମାନେ ଆସି ଝାରସୁଗୁଡ଼ାରେ ପହଞ୍ଚିବେ। ଟ୍ରିବୁନାଲର ପ୍ରତିନିଧି ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସାରିଲା ପରେ ୧୯ ତାରିଖରୁ ୨୮ ତାରିଖ ପର୍ଯନ୍ତ ୯ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର…