ଭୁବନେଶ୍ବରରେ ୪୨ ଡିଗ୍ରୀ ରେକର୍ଡ ତାପମାତ୍ରା
ଭୁବନେଶ୍ବର: ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଛି। ଏଥିରେ ୪୨.୨ ସହିତ ଝାରସୁଗୁଡ଼ା ଶୀର୍ଷରେ ରହିଛି। ଝାରସୁଗୁଡ଼ା ପରେ ଭୁବନେଶ୍ବରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…