ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଆଇଟି ରେଡ୍

ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ । ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା…

ଲୋକଙ୍କ ସମସ୍ୟା ବୁଝିବାକୁ ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ କିଛି ଲୋକ ସଚିବଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ କରିଥିଲେ ।  ବିଶୃଙ୍ଖଳା ସୃଷ୍ଟି କରିବାକୁ ଏପରି ଉଦ୍ୟମ କରାଯାଇଥିବା କହିଛି ବିଜେଡି । ଏହି…

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକର ନିଯୁକ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ ବୋଲର ଅଜିତ ଅଗରକର ।  ୪୫ ବର୍ଷିୟ ଅଗରକର ଚେତନ ଶର୍ମାଙ୍କ ସ୍ଥାନ ନେଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାବାଦ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ…

ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ କୁଏତକୁ ହରାଇଲା

ବେଙ୍ଗାଲୁରୁ: ଭାରତ ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ଏନେଇ ଚାରିଆଡ଼ୁ ପ୍ରଶଂସାର ଶୁଅ ଛୁଟିଛି ।  କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧) ପେନାଲଟି ସୁଟଆଉଟରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର…

ବିଚ୍‌ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର: ମହର୍ଷି କଲେଜର ଜଣେ ଛାତ୍ରଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେଦୁର୍ବୃତ୍ତ । ଆହତ ଯୁବକଜଣଙ୍କ ହେଲେ, +୨ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ର ମଳୟ ରଂଜନ ରାଉତ। ମଳୟ ଏବଂ +୨ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ସୋମେଶ ପ୍ରଧାନଙ୍କ ମଧ୍ୟରେ ଦୁଇ ମାସ ହେଲା ଲାଗି ରହିଥିବା…

ୟୁନିଫର୍ମ ସିଭିଲ କୋଡ୍‌ର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି । ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି…

ଦିଲ୍ଲୀରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ

ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ…

ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ପଡ଼ିବ : ମୋଦି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ସିଓ ବୈଠକରେ ଅଧ୍ୟକ୍ଷତା କରି ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ ବୋଲି କହିଛନ୍ତି। ପାକିସ୍ତାନର ନାମ ନନେଇ ମୋଦି କହିଛନ୍ତି ଯେଉଁମାନେ ଆତଙ୍କବାଦୀ ପୋଷୁଛନ୍ତି ସେମାନେ ମଧ୍ୟ ଏହାର ଫଳ ପାଉଛନ୍ତି । ଭର୍ଚୁଆଲ ମୋଡରେ ହେଉଥିବା…

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ବୁର୍ଲା ଭିମ୍‌ସାର୍‌ର ଡାକ୍ତରୀ ଛାତ୍ରମାନେ  ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି…

ବଦଳିଲେ ପଂଜାବ,ତେଲେଙ୍ଗାନା, ଆନ୍ଧ୍ର ଓ ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ରଣନୀତି ଆରମ୍ଭ କରିଛି । ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ, ଆନ୍ଧ୍ରରେ ଡି ପୁରନ୍ଦେଶ୍ୱରୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ଦିଆଯାଇଛି । ବିଜେପି ଏବେଠାରୁ…