ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ଅତି ପ୍ରବଳ ବର୍ଷା ପାଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି,…

ଓଜେଇଇ କାଉନସେଲିଂ ଆଜିଠୁ

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌, ବିପ୍ଲାନ୍‌, ବିକାଟ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା…

ଲଞ୍ଚ ପାଇଁ ପ୍ରସ୍ତୁତ ‘ଚନ୍ଦ୍ରାୟଣ -୩’

ଚନ୍ଦ୍ରାୟଣ -୩ ର ଶୁଭାରମ୍ଭ ପାଇଁ ଆନୁମାନିକ ତାରିଖ ୧୨ ରୁ ୧୯ ଜୁଲାଇ ମଧ୍ୟରେ ସ୍ଥିର କରାଯାଇଛି। ଯଦି ସବୁକିଛି ଠିକ ହୁଏ ଏବଂ ଯୋଜନା ଅନୁଯାୟୀ ଚାଲେ, ତେବେ ଏହା ଜୁଲାଇ ୧୩ ରେ ଲଞ୍ଚ ହେବ । ଚନ୍ଦ୍ରାୟନ ୨ ପରେ ଏହା ଭାରତର ତୃତୀୟ ଚନ୍ଦ୍ର ମିଶନ ଅଟେ।…

୫ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ଯୋଜନା’’

ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ…

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ୍‌ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର…

ରାଜ୍ୟରେ ପୁଣି ଚିଟ୍‌ଫଣ୍ଡ ଭଳି ଘରୋଇ ଫାଇନାନ୍ସ କମ୍ପାନି ମହାଜନୀ ଚଳାଇଛନ୍ତି: ବିଜେପି

ଭୁବନେଶ୍ୱର: ସାରା ରାଜ୍ୟରେ ବେସରକାରୀ ଫାଇନାନ୍ସ କମ୍ପାନି ଲୋକଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେପି। ଆଜି ବି ରାଜ୍ୟରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଘରୋଇ ଫାଇନାନ୍ସ କମ୍ପାନିଗୁଡ଼ିକ ଗାଁରେ ମହିଳାଙ୍କୁ ଏକାଠି କରି ବୈଠକ କରିବା ସହ ଜବରଦସ୍ତ…

ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ । ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘରକୁ ପରିବା ମାଡ଼ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପରିବା ଦର ବୃଦ୍ଧିକୁ ବିରୋଧ କରି ବୁଧବାର ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି। ବିଗତ କିଛି ଦିନ ହେଲା ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ବିନ୍‌ସ ଓ କଞ୍ଚା ଲଙ୍କା କିଲୋ ପିଛା ୨୦୦…

ଶରଦ ପାଓ୍ବାରଙ୍କୁ ହଟାଇ ଏନସିପି ଗାଦିରେ ବସିଲେ ପୁତୁରା ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କଲେ ଅଜିତ ପାଓ୍ବାର । କାର୍ଯ୍ୟକାରୀଣି ବୈଠକରେ ସେ କହିଛନ୍ତି ଶରଦ ପାଓ୍ବାରଙ୍କ ବୟସ ହେଲାଣି, ରାଜନୀତି ନକରି ଆଶିର୍ବାଦ ଦିଅନ୍ତୁ ବୋଲି ଅଜିତ ପାଓ୍ବାର କହିଛନ୍ତି । ଆଜି ହୋଇଥିବା ବୈଠକରେ ୧୫ ଜଣ ବିଧାୟକ ଶରଦଙ୍କ ସହ ଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ । ୧୫ ସଦସୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯଆଇଛି । ସେହିପରି ଟିମରେ ପ୍ରଥମକରି ତିଲକ ବର୍ମା ଏବ ଯଶସ୍ୱୀ ଜୟସୱାଲଙ୍କୁ ମଧ୍ୟ ସାମିଲ କରାଯାଇଛି ।…