ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର ।  କିଡନୀ ଜନିତ ଜଟିଳ ସମସ୍ୟା ଥିବାରୁ ତାଙ୍କର ଅବସ୍ଥା ସେତେ ଭଲ ନଥିଲା । ଦୁର୍ଘଟଣାର ୧୫…

ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଂଗରେ ହିଂସା

କୋଲକତା: ଜୁଲାଇ 8 ରେ ହେବ ହେବ ପଶ୍ଚିମବଂଗର ପଞ୍ଚାୟତ ନିର୍ବାଚନ । ତେବେ ତାହା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ହିଂସା । ଶାସକ ଟିଏମସି ହିଂସା ଘଟାଉଛି ବୋଲି କଂଗ୍ରେସ ଏବଂ ବିଜେପି ଅଭିଯୋଗ କରୁଛନ୍ତି । ପ୍ରାର୍ଥୀମାନଙ୍କୁ ଭୟଭୀତ କରାଉଥିବା କଂଗ୍ରେସ କହିଛି । ନାମାଙ୍କନ ବେଳେ…

ମୈାସୁମୀର ଦେଖାନାହିଁ, ବର୍ଷା ହେଲେ ତାତି କମିବ

ବର୍ଷା ନହେଲା ପର୍ଯ୍ୟନ୍ତ ତାତି କମିବ ନାହିଁ । ମୈାସୁମୀ ଆସିଲେ ତାତି କମିବ । ତେବେ ମୈାସୁମି କେବେ ଆସିବ ତାହା କହିବା ମୁସ୍କିଲ ।  ଉତ୍ତର-ପଶ୍ଚିମରୁ ଓଡ଼ିଶାକୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢ଼ୁଛି । ଦକ୍ଷିଣ-ପଶ୍ଚିମରୁ ବାୟୁ ପ୍ରବାହିତ ହେଲେ ଥଣ୍ଡା ଲାଗିବ । ତେବେ ଯାଇ ରାଜଧାନୀର…

୨୧ରେ ବାଲେଶ୍ବର ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଜୁନ ୨ ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏହା ଫଳରେ ଅନେକ ଲୋକଙ୍କୁ ବଞ୍ଚାଯାଇପାରିଥିଲା । ଏହି ଦୁର୍ଘଟଣା ପରଦିନ  ଘଟଣାସ୍ଥଳରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ…

ନେହରୁ ମେମୋରିଆଲ ମ୍ୟୁଜିୟମର ନାମ ପରିବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀରେ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି ସୋସାଇଟି ର ନାମ ପରିବର୍ତ୍ତନ କରାଯାଇଛି।ଏହାକୁ ନେଇ ବିଜେପି କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି । କଂଗ୍ରେସ ନାମ ପରିବର୍ତ୍ତନ କୁ ନେଇ ବିଜେପି ଉପରେ ବର୍ଷିଛି । ବିଜେପି କହିଛି କଂଗ୍ରେସ ହେଉଛି ପାରିବାରିକ…

ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି

ପୁରୀ: ମହାପ୍ରସାଦ ନାଁରେ ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି  । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି…

୨୧ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ୨ ଦିନ ବଢ଼ିଲା ଖରାଛୁଟି । ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା  । ମାତ୍ର ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୨ ଦିନ ଛୁଟି ବଢାଯାଇଛି  । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ…

ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’

ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲଥ୍ କ୍ରିଏଟର ହେବାକୁ ପଡିବ । ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ ଜାମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର…

ୟୁଏନଏଚକ୍ୟୁରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗନେବେ ପ୍ରଧାନମନ୍ତ୍ରୀ

ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ । ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ଶ୍ରୀ ସାବା କୋରୋସିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ…

ସୁନ୍ଦରଗଡ଼ ଜିଲ୍ଲାର ୫ହଜାରରୁ ଅଧିକ ପିଲାଙ୍କୁ ହକି କିଟ୍ ପ୍ରଦାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୨୫ ଗାଁର ୫ହଜାରରୁ ଅଧିକ ପିଲାଙ୍କୁ ସରକାରଙ୍କ ପକ୍ଷରୁ ହକି କିଟ୍ ପ୍ରଦାନ କରାଯାଇଛି । ପିଲାଙ୍କର ହକି ପ୍ରତି ଆଗ୍ରହ ବଢ଼ିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ ଓ…