ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ବର:  ସୁସ୍ଥ ହୋଇ ଓଡ଼ିଶା ଫେରିଲେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ । ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାୟକ ଦୁଇ ବର୍ଷ ଧରି  କୋଭିଡ୍ ସମୟରୁ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ…

୧ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଗ୍ରହଣ କରିବାକୁ ମନାକଲା ‘ଗୀତା ପ୍ରେସ୍‌

ନୂଆଦିଲ୍ଲୀ: ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ବାବଦକୁ ମିଳୁଥିବା ନଗଦ ୧ କୋଟି ଟଙ୍କା ଗ୍ରହଣ କରିବ ନାହିଁ ଗୀତା ପ୍ରେସ । ପ୍ରେସ ପକ୍ଷରୁ କୁହାଯାଇଛି ପୁରସ୍କାର ବାବଦ ଅର୍ଥରାଶିକୁ ସରକାର ଅନ୍ୟ କାର୍ଯ୍ୟରେ ବ୍ୟୟ କରିବା ଉଚିତ। ୧ କ‌ୋଟି ଟଙ୍କା ଅର୍ଥରାଶି ସହିତ ଏହି ପୁରସ୍କାରରେ ଗୋଟିଏ…

ରେଳମନ୍ତ୍ରୀ ପୁରୀ ରେଳଷ୍ଟେସନରେ ନିର୍ମାଣ କାମର କରିବେ ସମୀକ୍ଷା

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ପୁରୀରେ ଆସି ପହଁଚିଛନ୍ତି  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।   ପୁରୀରେ ରେଲୱେ ଷ୍ଟେସନର ଉନ୍ନତିମୂଳକ କାମର ତଦାରଖ କରିବେ। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପାଇଁ ୮୫୦ ପାଖାପାଖି ସ୍ଵତନ୍ତ୍ର ଟ୍ରେନ ଆସୁଛି ଏବଂ ୨୦ହାଜର ଲୋକଙ୍କ ପାଇଁ ରହିବା…

ସୋର ସେକସନ୍‌ ସିଗନାଲ ଜେଇଙ୍କ ଠିକଣାରେ ‘ସିବିଆଇ’ର ଚଢ଼ଉ

ସୋର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ  ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର ଅମୀର ଖାନ ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ…

ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ: ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ  ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା ।  ଘଣ୍ଟ ଘଣ୍ଟା କାହାଳି ନାଦ ସହ କର୍ଡନ କରି ରଥ ଟଣା ଯାଇଥିଲା । ସଂକୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ…

ଜୟରାମ ରମେଶଙ୍କ ଟ୍ୱିଟକୁ କଂଗ୍ରେସ ନେତାଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା।…

ମଣିପୁରରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ

ଇମ୍ଫାଲ: ମଣିପୁରରେ ପୁଣି ଉତ୍ତେଜନା । ଚିଙ୍ଗମାଙ୍ଗ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ । ଲୋକଙ୍କ ଗୁଳିମାଡରେ ଆହତ ହୋଇଛନ୍ତି ଜଣେ ଯବାନ । କାନ୍ତୋ ସାବଲ ଅଞ୍ଚଳରୁ ଉତ୍ତ୍ୟକ୍ତ ଲୋକମାନେ ଚିଙ୍ଗମାଙ୍ଗ ଅଭିମୁଖେ ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଆହତ ଯବାନଙ୍କୁ ଏକ ମିଲିଟାରୀ…

ରଥଯାତ୍ରା ସମୟରେ କଟିବନି ବିଦ୍ୟୁତ୍

ପୁରୀ: ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତ ଟିପିସିଓଡିଏଲ୍। ବିଦ୍ୟୁତ ଭିତ୍ତିଭୂମିରେ ଉନ୍ନତି ପାଇଁ କାମ କରାଯାଇଛି । ସମସ୍ତ ଭୂତଳ ୩୩ କେଭି ତାର ଠିକ୍ ଥିବା ସୁନିଶ୍ଚିତ କରାଯାଇଛି। ଗ୍ରାଣ୍ଡ ରୋଡ୍, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ…

ନବୀନ ନିବାସରେ ମହିମା ସାଧୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଯୋରନ୍ଦାବାସୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ । ମହିମା ପୀଠର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମହିମା ଗାଦିର ସାଧୁମାନଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଖୁସି…

ର’ ମୁଖ୍ୟ ହେଲେ ରବି ସିହ୍ନା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଆଇପିଏସ୍  ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ବତନ୍ତ୍ର…