ବାହାନଗା ରେଳ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ  ୩ ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିବା ପରେ  ଭୁବନେଶ୍ବରରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି । ଟ୍ରେନ ଦୁର୍ଘଟଣା ମାମଲାର  ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ​ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌…

ଫଲକନୁମା ଏକ୍ସପ୍ରେସରେ ନିଆଁ

ଫଲକନୁମା ଏକ୍ସପ୍ରେସରେ ନିଆଁ  । ତେଲେଙ୍ଗନା ବୋମିପାଲି -ପାଗିଡିପାଲି ମଧ୍ୟରେ ଫାଲକାନାମା ଯାଉଥିବା ବେଳେ   ୩ଟି ବଗିରେ ନିଆଁ ଲାଗିଥିଲା । ହାଓଡ଼ାରୁ ସିକିନ୍ଦରାବାଦ ଯାଉଥିଲା ଟ୍ରେନ ।  ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି ।  ନିଆଁ ଲାଗିଥିବା ବଗିଗୁଡ଼ିକୁ…

ରାହୁଲ୍‌ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟଙ୍କ ଆଦେଶ କାଏମ ରଖିଲେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ସବୁ ମ‌ୋଦୀ ଚୋର ଟିପ୍ପଣୀ ମାନହାନୀ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟ ଦେଇଥିବା ରାୟକୁ  ଗୁଜରାଟ ହାଇକୋର୍ଟ କାଏମ୍‌ ରଖିଛନ୍ତି। ସେସନ୍‌ କ‌ୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ରାହୁଲ୍‌ ଗାନ୍ଧୀ ଫାଇଲ୍‌ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଖାରଜ କରି…

୧୪ରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ :  ଆଗାମୀ ୧୪ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ। ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ…

ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡସ

୫ ଅକ୍ଟୋବରରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ପୂର୍ବରୁ ହିଁ ୯ଟି ଦଳ କ୍ୱାଲିଫାଏ କରିସାରିଛନ୍ତି । ଦଶମ ଦଳ ଭାବେ ନେଦରଲ୍ୟାଣ୍ଡ କ୍ରିକେଟ ଦଳ ଖେଳିବ ବିଶ୍ବକପ । କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୪ ୱିକେଟରେ ପରାଜିତ କରିଛି ନେଦରଲ୍ୟାଣ୍ଡ । ଏହି…

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ

ତାଞ୍ଜାନିଆର  ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ…

ବାହାନଗା ଷ୍ଟେସନ ବଜାର ଉନ୍ନତି ପାଇଁ ଅଶ୍ବିନୀ ବୈଷ୍ଣବ ଏମପି ଲ୍ୟ।ଡ଼ରୁ ଦେଲେ 1 କୋଟି 55 ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ବାହାନଗା ଷ୍ଟେସନ ବଜାର ପାଇଁ ଅଶ୍ବିନୀ ବୈଷ୍ଣବ ଏମପି ଲ୍ୟ।ଡ଼ରୁ ଦେଲେ 1 କୋଟି 55 ଲକ୍ଷ ଟଙ୍କା ।  ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଜୁନ ମାସ 20 ଏବଂ 21ତାରିଖ ରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ,…