ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର  ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଛବି…

ବିଜେପି ଫୋକସରେ କନ୍ଧମାଳ, ଜିତିବାର ମନ୍ତ୍ର ଦେଲେ ନଡ୍ଡା!

ଫୁଲବାଣୀ: 2024 ପାଇଁ ନିର୍ବାଚନ ବିଗୁଲ ବଜାଇଛି ବିଜେପି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କ୍ରମରେ ଓଡ଼ିଶା ଆସି ବାଣପୁର ଏବଂ ଫୁଲବାଣୀରେ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି । ଉତ୍ତର ପୂର୍ବ ଭାରତରେ  ବିଜେପି ଅନେକ ରାଜ୍ୟରେ ସରକାର ଗଠନ କରିଛି । ତେବେ ପୂର୍ବଭାରତର ପ୍ରମୁଖ…

ମୁଖ୍ୟମନ୍ତ୍ରୀଗଣଙ୍କୁ ହକି ବିଶ୍ବକପ୍‌ ନିମନ୍ତ୍ରଣ

ଭୁବ‌େ‌ନଶ୍ବର: ଆଉ ଦୁଇ ସପ୍ତାହ ରହିଲା ବିଶ୍ବ କପ୍ ହକି  ।  ଓଡ଼ିଶାରେ ଆୟୋଜିତ ହକି ବିଶ୍ବକପ୍ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆଜି ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ବରଫ ପାଲଟିଲା ଡାଲ୍‌ ହ୍ରଦ

ଶ୍ରୀନଗର: ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏପରିକି କାଶ୍ମୀରରେ ମାଇନସ ଶୂନ ଡିଗ୍ରୀ ତଳେ ତାପମାତ୍ରା ରହୁଥିବାରୁ ଡାଲ ହ୍ରଦ ବରଫ ପାଲଟି ଯାଇଛି । ପାଣି ବରଫ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସମଗ୍ର ଉତ୍ତର ଭାରତ ସହ ଜମ୍ମୁ-କାଶ୍ମୀରରେ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା କହିଲେ ରାଜ୍ୟରେ ଏପରି ସରକାର ରହିବା ଉଚିତ ନୁହେଁ

ଭୁବନେଶ୍ବର : ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଆଇନକାନୁନଠୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛନ୍ତି ନଡ୍ଡା । ଏହା ସହ  ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ …

ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାୟଗଡ଼ା ହୋଟେଲରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେବା ପରେ ରାଜ୍ୟରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହେବାକୁ ନେଇ ଏବେ ଯାଂଚ ହେବ । ଘଟଣାରେ କ୍ରାଇମବ୍ରାଞ୍ଚ…

ୟୁକ୍ରେନକୁ ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ରେ ଆଲୋଚନା କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜି -20 ର ଭାରତର ଅଧ୍ୟକ୍ଷତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ଭଳି ବିକାଶଶୀଳ…

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ  ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବାର ସୂଚନା ମିଳିଛି । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ  ଅନୁଦାନପ୍ରାପ୍ତ ବେସରକାରୀ…

ଦେଶରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନାର ମାମଲାରେ ଅତ୍ୟଧିକ ବୃଦ୍ଧି ହେଉନଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୭୭,୪୫୯କୁ ବୃଦ୍ଧି ପାଇଛି। ଏହାସହ ୧୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୩୪୨ ସୁସ୍ଥ ହୋଇ ଘରକୁ…

ବିଚିତ୍ର ପରମ୍ପରା

କଥାରେ କୁହାଯାଏ ଝିଅ ଜନମ ପର ଘରକୁ । ସେଣିକି ଯେତେ ଧନୀ ଶ୍ରେଣୀର ଝିଅ ହୁଅନ୍ତୁ ଅବା ଗରିବ ଶ୍ରେଣୀର । ସମସ୍ତଙ୍କୁ ବିବାହ ପରେ ଶାଶୁଘରକୁ ଯିବାକୁ ପଡିଥାଏ । ଶାଶୁଘରକୁ ନିଜ ଘର ଭାବି ଚଳିବାକୁ ପଡିଥାଏ । ସେତେବେଳେ ଝିଅଟେ ପାଇଁ ବାପ ଘର ନୁହେଁ ଶାଶୁଘର ହୋଇଯାଏ ନିଜର । ବିବାହ ପରେ ଝିଅଟି…