ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲ ବିରୋଧରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ…

ଆପ୍‌ ଓ କଂଗ୍ରେସ ମଧ୍ୟରେ ଦିନକୁ ଦିନ ତୀବ୍ର ହେଉଛି ବିବାଦ

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ କରୁଥିବା ଯୋଜନାରେ ଭଟା ସୃଷ୍ଟି ହେବାରେ ଲାଗିଛି। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇ ବିବାଦ ଦିନକୁ ଦିନ ତୀବ୍ର ହେଉଛି।ଦୁଇ ଦଳ ପରସ୍ପରକୁ ଆକ୍ଷେପ କରୁଥିବା ବେଳେ ଏବେ କଂଗ୍ରେସର…

ଦିଗପହଣ୍ଡିରେ ଦୁର୍ଘଟଣାରେ ୧୧ ସଂପର୍କୀୟଙ୍କୁ ହରାଇଲେ ପୂର୍ବତନ ସାଂସଦ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୨ଜଣଙ୍କର ଜୀବନ। ହେଲେ ଏଥିମଧ୍ୟରୁ ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ ମନେ ପକାଇ…

ବସ ମାଲିକଙ୍କ ଯୋଗୁଁ ଦିଗପହଣ୍ଡିରେ ଵସ ଦୁର୍ଘଟଣା ଘଟିଲା

  ଦିଗପହଣ୍ଡି: ବସ ମାଲିକଙ୍କ ଖାମଖିଆଲି ଯୋଗୁଁ ଦିଗପହଣ୍ଡିରେ ଵସ ଦୁର୍ଘଟଣା ଘଟିଲା। ଚାଲିଗଲା ୧୨ଜଣ ନିରୀହଙ୍କ ଜୀବନ। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମିନି ବସରେ ପରମିଟ୍ ନଥିଲା। ୨୫ ବର୍ଷ ତଳର ପୁରୁଣା ଗାଡ଼ି ବିନା ଗାଇଡଲାଇନରେ ଗଡୁଥିଲା। ଯାତ୍ରୀ ବୋହିବା ପାଇଁ…

ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ…

ଦିଗପହଣ୍ଡି ଦୁର୍ଘଟଣା ମୃତକଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା…

ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୧ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୨, ଦ୍ବିତୀୟ)ର ଅନେକ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଗୁରୁତର ତ୍ରୁଟି ରହିଥିବା ଜଣାପଡ଼ିଛି। ବହୁ ପରୀକ୍ଷାର୍ଥୀ ପାଇଥିବା ଆଡ୍‌ମିଟ୍‌ କାର୍ଡରେ ଦୁଇଟି…

ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ

କାଇରୋ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି । ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ…

ଅଣ-ବିଜେପି ମେଣ୍ଟର ନାମ ପିଡିଏ

ନୂଆଦିଲ୍ଲୀ: ନୀତିଶଙ୍କ ଉଦ୍ୟମରେ ପାଟନାରେ ବିରୋଧୀମେଂଟର ନାମ ପିଡିଏ ରହିବ । ଏନେଇ ସ୍ଥିର ହୋଇଛି ।  ଦଳମୁଖ୍ୟମାନଙ୍କର ପ୍ରଥମ ବୈଠକ ପରେ ‌ମୋଦୀଙ୍କ ବିରୋଧରେ ରାଜନୈତିକ ଦଳଗୁଡ଼ିକ ଯେଉଁ ମେଣ୍ଟ ଗଠନ କରିବେ ତାହାର ନାମ ପିଡିଏ ପାଟ୍ରିଅଟିକ୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ ରହିବା…

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର : ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୌହ୍ୱାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।  ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ବନ୍ୟାକୁ ନେଇ ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତୀବ୍ର କରି କରିଦେଇଛନ୍ତି । ନ୍ୟାସନାଲ ଡିଜାଷ୍ଟର ରିଲିଫ ଫୋର୍ସ ମୁତୟନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ…