ପନ୍ତଙ୍କ ଏମ୍ଆର୍ଆଇ ରିପୋର୍ଟ ଜାରି କଲା ମେଡିକାଲ
ନୂଆଦିଲ୍ଲୀ : ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍ଆର୍ଆଇ କରାଯାଇଥିବା ବେଳେ ଡେରାଡୁନର ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ତାହା ଏତେ ଗୁରୁତର ନୁହେଁ । ଏଥିରେ ଉଭୟ…