ସୁଧୁରୁଛି ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

ଡେରାଡୁନ: ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର  ।   ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର…

ଶୀତଦିନେ ରୂପି କେଶ ପାଇଁ ଲଗାନ୍ତୁ ଶାମ୍ପୂ

ଶୀତ ଦିନେ ଆପଣ ଜାଣିଥିଲେ ରୂପି ସମସ୍ୟା ସମସ୍ତଙ୍କଠାରେ ଦେଖାଯାଇଥାଏ । ତେଣୁ ଆପଣଙ୍କର ଯଦି ଏଭଳି ସମସ୍ୟା ଦେଖାଯାଉଛି ତେବେ  କେଶ ପାଇଁ ଅର୍ଗାନିକ୍ ଶାମ୍ପୂ ବ୍ୟବହାର କରନ୍ତୁ। ଆପଣ ଇଣ୍ଟରନେଟ୍‌ରୁ ବିଭିନ୍ନ ପ୍ରକାରର ଅର୍ଗାନିକ୍ ଶାମ୍ପୂ ବିଷୟରେ ସବୁ ପ୍ରକାର ତଥ୍ୟ ପାଇପାରିବେ। ତେବେ…

ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି

ନୂଆଦିଲ୍ଲୀ : ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୨୦୧୬ ନଭେମ୍ବର ୮ରେ ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ନିଷ୍ପତ୍ତିକୁ ନେଇ ବିଭିନ୍ନ କୋର୍ଟରେ ମାମଲା ଥିଲା  । ତାହାର ରାୟ ଆଜି ପ୍ରକାଶ ପାଇଛି । କୋର୍ଟ କହିଛନ୍ତି ଯେ ସରକାର…

୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ : ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରର ରାଷ୍ଟ୍ରସନ୍ଥ ତୁକାଡୋଜୀ ମହାରାଜ ନାଗପୁର…

ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ

ଯୋଧପୁର: ରାଜସ୍ଥାନରେ ଯୋଧପୁର ଡିଭିଜନ୍‌ର ରାଜକିୟାୱାସ୍‌-ବୋମଦରା ସେକ୍‌ସନ୍‌ରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ଟି ବଗି ଧାରଣାଚ୍ୟୁତ ହୋଇଛି। ବାନ୍ଦ୍ରା ଟର୍ମିନସ୍‌ରୁ ବାହାରିଥିବା ଉକ୍ତ ଟ୍ରେନ୍‌ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ଫଳରେ 10 ଜଣ ଯାତ୍ରୀ ଆହତ ହୋଇଛନ୍ତି  ।…

ଆଜିଠୁ ପୁଣି ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର

କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ପୁଣି ଆଜିଠୁ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ 2023 ବର୍ଷ ପାଇଁ 81.35 କୋଟି ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ…

ଦେଶବାସୀଙ୍କୁ ନୁଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜି ଇଂରାଜି ନବବର୍ଷ । ଏହି ଅବସରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ । https://twitter.com/ANI/status/1609145959153569792?s=20&t=PE2N2F4Z1KYEn9iZFP8q_w ନୂଆବର୍ଷ ପାଇଁ ନ୍ୟୁଜିଲାଣ୍ଡ ହୋଇଛି ଉତ୍ସବ ମୁଖର । ୨୦୨୨କୁ ବିଦାୟ ଦେଇ ୨୦୨୩ ପାଦଦେଇସାରିଛି ନ୍ୟୁଜିଲାଣ୍ଡରେ । ସେଠାରେ ଜନସାଧାରଣ…

ମୃତ୍ୟୁ ପୂର୍ବରୁ ଭୁବନେଶ୍ବର ବି ଆସିଥିଲେ ରୁଷୀୟ ସାଂସଦ !

ଭୁବନେଶ୍ୱର : ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁକୁ ନେଇ ନାନା  ସନ୍ଦେହ ଉପୁଜିଛି । ଏହି ହାଇପ୍ରୋଫାଇଲ  ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା ବେଳେ ଅନେକ ଗୁମର ଖୋଲିବାରେ ଲାଗିଛି।  ରାୟଗଡ଼ାର ହୋଟେଲ୍ ସାଇ…

କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ନୂଆଦିଲ୍ଲୀ: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ…