Sports ପ୍ରଥମ ଟି-20ରେ ଶ୍ରୀଲଙ୍କାକୁ ୨ ରନରେ ହରାଇଲା ଭାରତ Metro TV Jan 3, 2023 ମୁମ୍ବାଇ : ଦୁଇ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ । ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶେଷ ଓଭରରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ ।…
National ଶ୍ରୀଲଙ୍କା ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଜର୍ସିରେ ପରିବର୍ତ୍ତନ Metro TV Jan 3, 2023 ମୁମ୍ବାଇ : ଭାରତ ଶ୍ରୀଲଙ୍କା ଟି୨୦ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ଜର୍ସି । ସିରିଜ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତ୍ତନ କରାଯାଇଥିବା ନେଇ ଟିମର ଲେଗସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରୁ ଦେଖିବାକୁ ମିଳିଛି । ଜାନୁଆରୀ ୩ ମଙ୍ଗଳବାରରୁ ହିଁ ଏହି…
Odisha ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ଅସ୍ବାଭାବିକ ମୃତ୍ୟୁ Metro TV Jan 3, 2023 ପାରାଦୀପ: ରାଜ୍ୟରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜଣେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାକୁ ଏକ ଅସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ଇଞ୍ଜିନିୟର ଅଲଦାନା ଭେସେଲରେ…
Odisha ଆଉ ନାହାନ୍ତି ଆଳୟ ମହାନ୍ତି Metro TV Jan 3, 2023 ଭୁବନେଶ୍ବର : ଆଉ ନାହାନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ, ସମାଜସେବୀ ପ୍ରଯୋଜକ ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। କ୍ୟାପିଟାଲ ହସ୍ପିଟାଲରେ…
Odisha ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି Metro TV Jan 3, 2023 ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି । ତୁଟିଲା ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା । ସର୍କିଟ ହାଉସ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି ।…
Odisha ଶୁଭଶ୍ରୀଙ୍କ ଜୀବନ ଗଲା କେମିତି? Metro TV Jan 3, 2023 କେନ୍ଦୁଝର: ରାତିରେ ନାଚଗୀତରେ ଝୁମୁଥିଲେ । ସକାଳୁ ଦେଖିବା ବେଳକୁ ଜୀବନ ନାହିଁ । ଶୁଭଶ୍ରୀଙ୍କ ଜୀବନ ନେଲା କିଏ? ଯଦି ବିଷକ୍ରିୟାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କୁ ବିଷ କିଏ ଆଣି ଦେଲା ନା ସେ ନିଜେ ଆଣି ପିଇଛନ୍ତି । କଣ ପାଇଁ ଜୀବନ ହାରିଲେ ଶୁଭଶ୍ରୀ ? ଏମିତି…
Odisha ଶ୍ରୀଲିଙ୍ଗରାଜ ଉପାସ ! Metro TV Jan 3, 2023 ଭୁବନେଶ୍ବର: ସମାଧାନ ହୋଇପାରୁନି ବିବାଦ । ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଲାଗିରହିଛି । ଯାହା ଫଳରେ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ଏଭଳି ସମସ୍ୟା ସୃଷ୍ଟି…
Sports ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆଜି ସଂଧ୍ୟାରେ Metro TV Jan 3, 2023 ମୁମ୍ବାଇ: ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି । ସଂଧ୍ୟାରେ ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ହାର୍ଦିକଙ୍କୁ ଭାରତର ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ କରାଯିବା ଦିଗରେ ମଧ୍ୟ ଏହି ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଈଶାନ କିଶନ, ଋତୁରାଜ…
National ଅଞ୍ଜଳିଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସ କହିଲା ଗାଡ଼ି ପଛରେ ଅନ୍ୟ ଜଣେ ଯୁବତୀ ବି ଥିଲେ Metro TV Jan 3, 2023 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୫ଜଣ ଯୁବକ ସ୍କୁଟି ଚଳାଉଥିବା ଜଣେ ଯୁବତୀଙ୍କୁ ୪ କିଲୋମିଟର ଘୋଷାରି ନେବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ତେବେ ପୋଲିସ ଏହି ଅଭିଯୋଗକୁ…
Sports ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଦିଲ୍ଲୀ ଯିବେନି ଚିକିତ୍ସା ପାଇଁ Metro TV Jan 2, 2023 ଡେରାଡୁନ: ଦିଲ୍ଲୀ ଚିକିତ୍ସା ହେବା ପାଇଁ ଯିବେ ନାହିଁ ପନ୍ତ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ବିସିସିଆଇ ମଧ୍ୟ ପନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି । କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ…