ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଘଟଣାରେ 3 ଗିରଫ

ଭୁବନେଶ୍ବର:  ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ୪ଅଭିଯୁକ୍ତ ସମ୍ପୃକ୍ତ ରହିଥିବାରୁ 3ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଇଦେଇଛି ପୋଲିସ । ୪ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି ।…

ପୁଣେରେ ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ

ପୁଣେ: ପ୍ରଥମ ମ୍ୟାଚରେ ଜିତିବା ପରେ  ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ଦ୍ୱିତୀୟ ଟି-୨୦ ମୁକାବିଲା । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିଥିବାରୁ ଖେଳାଳିମାନେ ବେଶ ଉତ୍ସାହିତ ଅଛନ୍ତି । ସିନିୟର ଖେଳାଳିଙ୍କ ଅନୁପସ୍ତିତିରେ ଯୁବ ଖେଳାଳିମାନେ ପ୍ରଥମ ମ୍ୟାଚରେ ହାରୁ…

ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଇ-ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ ସବୁକିଛି…

ଓଡିଶାରେ 5 ଜି ସେବା ଆରମ୍ଭ, ସାରା ଓଡ଼ିଶା ପାଇଁ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର

ଭୁବନେଶ୍ବର: ଓଡିଶାରେ 5ଜି ସେବା ଆରମ୍ଭ ହୋଇଛି । କଟକ ଭୁବନେଶ୍ବରରେ ପ୍ରଥମେ ଏହି ସେବା ଯୋଗାଇଦେବେ ଏୟାରଟେଲ ଓ ଜିଓ । ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି…

ଉନ୍ନତ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର ହେବେ ପନ୍ତ

ନୂଆଦିଲ୍ଲୀ: ଡେରାଡୁନରୁ ମୁମ୍ବାଇ ଚିକିତ୍ସା ପାଇଁ ଯିବେ ପନ୍ତ । ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ଉନ୍ନତ ଚିକିତ୍ସା ନିମନ୍ତେ ଆଜି ଋଷଭ ପନ୍ତଙ୍କୁ ଡେରାଡୁନ୍‌ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ । ଡିସେମ୍ବର ୩୦ ତାରିଖ ପ୍ରତ୍ୟୁଷରେ ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ନିଜେ…

ନେଦରଲ୍ୟାଣ୍ଡସ ହକି ଟିମ କୁ ସ୍ବାଗତ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ପହଁଚିଛନ୍ତି ବିଦେଶ ଖେଳାଳି । ପ୍ରଥମ ଦଳ ଭାବେ  ପହଂଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍ । ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଛି ନେଦରଲ୍ୟାଣ୍ଡସ ହକି ଟିମ୍ । ବିମାନବନ୍ଦରରେ ଟିମ କୁ  ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ…

କଟକ ଭୁବନେଶ୍ବରରେ ଆସନ୍ତାକାଲିଠୁ ୫ଜି ସେବା ଆରମ୍ଭ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ 5ଜି ସେବା ଓଡ଼ିଶାରେ  ଆସନ୍ତାକାଲିଠୁ ଆରମ୍ଭ ହେବ । ରେଳମନ୍ତ୍ରୀ କହିଥିଲେ ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି । ତାହା ସତ ହୋଇଛି । ତିନି ସପ୍ତାହ ପୂର୍ବରୁ ଓଡ଼ିଶାବାସୀ 5ଜି ସେବାର ଅନୁଭୂତି ପାଇବେ ।  ଓଡ଼ିଶାରେ ଆରମ୍ଭ ହେବ…

ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗଙ୍କ ସଂପତ୍ତି ଏବେ ଇଡି ବାଜ୍ୟାପ୍ତି କରିବ ।  ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଏନେଇ ଇଡି ୩…

କଟକରେ ହକି ରାଜନୀତି

କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବି‌ଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର…

ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ କରୋନାର ଚତୁର୍ଥ ଲହର ଆସିପାରେ

ଭୁବନେଶ୍ବର:  ଆସନ୍ତା ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ କରୋନାର ଚତୁର୍ଥ ଲହର ଆସିପାରେ। ୟୁକେର ଗୋଟିଏ ସଂସ୍ଥାର ମଡେଲ ଅନୁସାରେ ଚଳିତମାସ ୧୩ରୁ ୧୫ ତାରିଖ ମଧ୍ୟରେ ଚୀନ୍‌ରେ ଶୀର୍ଷ ସଂକ୍ରମଣ ଛୁଇଁପାରେ। ଏହି ସମୟରେ ସେଠାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ…