ସଲମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋମୀ ଅଲ୍ଲୀ

ସଲମାନ ଖାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବିବାଦ ଆଣିଛି ପୁରୁଣା ପ୍ରେମ । ବିଗତ ଦିନ ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସଲମାନ ଖାନ ଓ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ । ଏ କିଛି ଦିନ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସି ସୋମୀ ଅଲ୍ଲୀ…

ଭୁବନେଶ୍ବର ଏମ୍ସରେ ଅଘଟଣ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଅଘଟଣ। ଛାତରୁ ଖସିଲା ସିଲିଂ। ଏମ୍ସର ୭ନମ୍ବର ରୁମ୍‌ରେ ଛାତରୁ ସିଲିଂ ପଡି ରୋଗୀଙ୍କ ଦୁଇଜଣ ସମର୍କୀୟ ଆହତ ହୋଇଥିବା ସୂଚନା ମିଳିଛି। ୭ ନମ୍ବର ରୁମରେ ଜଣେ ମାତ୍ର ରୋଗୀ ଥିବା ବେଳେ ରବିବାର ଏହି ଅଘଟଣ ଘଟିଛି । ଏଥିରେ ରୋଗୀଙ୍କ ସମ୍ପର୍କୀୟ ଦୁଇ ଜଣ ଆହତ…

ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି

ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ରାଜ୍ୟରେ ରାତି ଓ ସକାଳେ ଘନ କୁହୁଡି ଦେଖାଦେଉଛି । ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଉନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ…

ଆସନ୍ତା ମାର୍ଚ୍ଚରେ ରାଜ୍ୟରେ କରୋନାର ଚତୁର୍ଥ ଲହର ଆସିବ ବୋଲି ଆକଳନ

ଆସନ୍ତା ମାର୍ଚ୍ଚରେ ରାଜ୍ୟରେ କରୋନାର ଚତୁର୍ଥ ଲହର ଆସିବ ବୋଲି ଆକଳନ କରାଯାଉଛି । ସମ୍ଭାବ୍ୟ ଲହରକୁ ଦେଖି ଏବେ ବୁଷ୍ଟର ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଲୋକଙ୍କ ଆଗ୍ରହକୁ ଦେଖି ରାଜ୍ୟ ସରକାର ମଧ୍ୟ କେନ୍ଦ୍ରକୁ ଟିକା ଯୋଗାଇଦେବାକୁ ଚିଠି ଲେଖିଛନ୍ତି ।ହେଲେ କେନ୍ଦ୍ର…

ଚିଟଫଣ୍ଡ ଦୁର୍ନୀତି ମାମଲା

ଗତ ୫ ତାରିଖରେ ସୁପ୍ରିମକୋର୍ଟ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ଦ୍ୱାରା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଆଜି ଏ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଚାରପତି ଏମ.ଆର.ଶାହା ଏବଂ ବିଚାରପତି ସି.ଟି.…

ତ୍ୱଚା ଚମକ ବଢ଼ାଇବ ବନ୍ଧାକୋବି

ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ଅନେକ ଫେସ ପ୍ୟାକ୍ ଓ ବିଭିନ୍ନ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି । ସେହିପରି ଅନେକ ଲୋକେ ପ୍ରାକୃତିକ ଉପାୟରେ ମଧ୍ୟ ଚେହେରାର ଚମକ ବଢ଼ାଇବା ପାଇଁ ଚେଷ୍ଟା କରିଥା’ନ୍ତି । ଘରୋଇ ସାମଗ୍ରୀ ତଥା ପରିବାକୁ ବ୍ୟବହାର କରି ଫେସ…

ପିଜ୍ଜା-ବର୍ଗର ଖାଇବା ଦ୍ୱାରା ହୋଇପାରେ କ୍ୟାନସର୍

ଆପଣ ପିଜା ବର୍ଗର ଖାଇବାକୁ ଭଲ ପାଆନ୍ତି କି ? ତେବେ ଜାଣି ରଖନ୍ତୁ କିଛି କଥା । ବ୍ୟସ୍ତବହୁଳ ସମୟରେ  ଅନେକ ଯୁବପିଢ଼ି ଫାଷ୍ଟାଫୁଡ୍ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଘରର ଖାଦ୍ୟ ସେମାନଙ୍କୁ ରୁଚେନି। ପିଜ୍ଜା, ବର୍ଗର, ଫ୍ରେଞ୍ଚ ଫ୍ରାଏ, ବିସ୍କୁଟ୍‌, କୋଲ୍ଡ ଡ୍ରିଙ୍କ ଆଦି ବିଭିନ୍ନ…

ଅର୍ଚ୍ଚନା ନାଗ ମାମଲା; ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରିବ ଇଡି ।  ଚାର୍ଜ ସିଟ୍ ଦାଖଲ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାମଲାରେ  ପ୍ରାଥମିକ ଚାର୍ଜସିଟ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାଖଲ କରାଯିବା ନେଇ ସୂଚନା ରହିଛି । ଅର୍ଚ୍ଚନା, ଜଗବନ୍ଧୁ ଓ…

ବିଜୟଙ୍କ ବକ୍ତବ୍ୟକୁ ନେଇ ଚର୍ଚା

କେନ୍ଦ୍ରାପଡ଼ା  : ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଜୟ ମହାପାତ୍ର । ତାଙ୍କ ବକ୍ତବ୍ୟକୁ ନେଇ ସଦାବେଳେ ଚର୍ଚା ହୋଇଥାଏ । କିଛି ବର୍ଷ ଧରି ବିଧାନସଭା ଯାଇପାରୁନଥିବା ବିଜୟ ମହାପାତ୍ର 2024 ନିର୍ବାଚନ ପୂର୍ବରୁ ଏହି ବର୍ଷ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ।…

ରାଜଧାନୀରେ ଚାଷୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲାବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ…