ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ-୨୦୨୩ ଆଓ୍ବାର୍ଡ

ଓ୍ୱାଶିଂଟନ: ଗୋଲ୍ଡେନ ଗ୍ଲୋବ-୨୦୨୩ରେ RRRର ଜଲଓ୍ବା । ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପର ଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂGoleସ୍କରଣରେ…

ମାଟିରେ ମିଶିବ ଉତ୍ତରାଖଣ୍ଡର ୬୭୮ଟି ଘର

ଡେରାଡୁନ୍: ଅସ୍ତିତ୍ବ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ । ମାଟିରେ ମିଶିବ ୬୭୮ଟି ଘର । ଆଜିଠୁ ଘର ଭାଙ୍ଗିବା ଆରମ୍ଭ କରିବ ପ୍ରଶାସନ । ଲାଲ ଛକି ମାରି ଘର ଚିହ୍ନଟ କରାଯାଇଛି । ଫାଟ ବଢୁଥିବା ବେଳେ ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକେ । ଗତକାଲି ହୋଟେଲ ଭଙ୍ଗାଯାଇଥିବାବେଳେ ଆଜିଠୁ ଘର ଭଙ୍ଗାଯିବ…

ରାତି ପାଇଲେ ଉଦଘାଟନୀ ଉତ୍ସବ, କଟକରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ ଟ୍ରଫି

କଟକ: ଆସନ୍ତାକାଲି ବିଶ୍ବ କପ ହକି ପାଇଁ ଉଦଘାଟନୀ ଉତ୍ସବ । ତା ପୂର୍ବରୁ  କଟକରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ-୨୦୨୩ ଟ୍ରଫି। ଜଗତସିଂହପୁର ଭ୍ରମଣ ପରେ ଆଜି କଟକ କନ୍ଦରପୁର ନିକଟରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କଲା କଟକ ଜିଲ୍ଲା ପ୍ରଶାସନ।। ସ୍ୱାଗତ କରିବା ସମୟରେ କଟକ ସଦର ବିଧାୟକ…

ଶ୍ରୀଲଙ୍କାକୁ ୬୭ ରନରେ ହରାଇଲା ଭାରତ

ଗୁଆହାଟୀ : ଶ୍ରୀଲଙ୍କାକୁ ୬୭ ରନରେ ହରାଇଲା ଭାରତ । ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଛି ଭାରତ ।  ୩୭୪ ରନର ବିଶାଳ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୮ ଓ୍ବିକେଟରେ ୩୦୬ରନ କରିପାରିଥିଲା । ଦାସୁନ ସନକାଙ୍କ ଲଢୁଆ ଶତକ ଫଳରେ ଶ୍ରୀଲଙ୍କା ଭାରତକୁ…

ବିଶ୍ୱ କପ୍ ଉଦଘାଟନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କଟକ: ହକି ଫିଭର ଏବେ ରାଜ୍ୟରେ । ହକି ପ୍ରେମୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଉଦଘାଟନୀ ଉତ୍ସବକୁ । ପିଲାଠୁ ବୁଢ଼ା ସମସ୍ତେ ଏବେ ହକି ଖେଳ ଦେଖିବାକୁ ଅପେକ୍ଷା କରିଛନ୍ତି । ଦେଶ ବିଦେଶରୁ ହକି ପ୍ରଶଂସକମାନେ ରାଜଧାନୀରେ ଆସି ପହଁଚିଛନ୍ତି ।  ବାରବାଟୀ ଷ୍ଟାଡିୟମ ଏବେ ନୂଆ ବୋହୁ ଭଳି…

ଓଡ଼ିଆ ଖାଦ୍ୟକୁ ନେଇ ବିଦେଶୀ ଖେଳାଳିଙ୍କ ମୁହଁରେ ପ୍ରଶଂସାମ୍

ଭୁବନେଶ୍ବର: ରାଜଧାନୀରେ ହକି ବିଶ୍ବକପ ଖେଳିବା ପାଇଁ ବିଭିନ୍ନ ଦେଶର ଖେଳାଳି ଆସି ପହଁଚିଛନ୍ତି । ଏହାରି ଭିତରେ ଟୁଇଟରରେ ଓଡ଼ିଆ ଟୁଇଟ ମଧ୍ୟ ଟ୍ରେଣ୍ଡ ଚାଲିଥିବା ଦେଖିବାକୁ ମିଳିଥିଲା । ସବୁରି ମୁହଁରେ ଓଡ଼ିଆ ଖାଦ୍ୟକୁ ନେଇ ପ୍ରଶଂସା । ଆଉ ଦୁଇ ଦିନ ପରେ ଖେଳ ଆରମ୍ଭ ହେବ ।  ଆସନ୍ତା ୧୩…

ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବିଳାସମୟ କୋଠାକୁ ଚାର୍ଜ ସିଟ୍ ରେ ଆଟାଚ୍ କରିଛି ଇଡି

ଭୁବନେଶ୍ବର: କଥାରେ ଅଛି ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ । ଏହି କଥା ଏବେ ବ୍ଲାକମେଲର  ଅର୍ଚ୍ଚନା ନାଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବ୍ଲାକ ମେଲ କରି ରୋଜଗାର କରିଥିବା କୋଟି କୋଟି ଟଙ୍କାର ସଂପତ୍ତି କୁ ଏବେ ଇଡି ଚାର୍ଜସିଟରେ ଆଟାଚ କରିଛି ।  ଇଡି ସେସନ୍ସ…

ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ -ବନାମ ମୁଖ୍ୟମନ୍ତ୍ରୀ! ଭାଷଣ ପଢ଼ି ଗୃହରୁ ପଳାଇଲେ ରାଜ୍ୟପାଳ

ଚେନ୍ନେଇ:  ତାମିଲନାଡୁ ରାଜନୀତିରେ ଏବେ ସରକାର ବନାମ ରାଜ୍ୟପାଳ ଚାଲିଛି । ବାରମ୍ଭାର ଏନେଇ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଚାଲିଛି । ତେବେ ଏସବୁ ଭିତରେ  ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ବିଧାନସଭା ଚାଲିଥିବା ବେଳେ ଅସମ୍ମାନ ପାଇ ଗୃହ  ଛାଡି…

ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍

ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍ । କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍

ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍‌କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ‌ଅଧିନାୟକ ରୋହିତ ଶର୍ମା, ବିରାଟ…