ପୁଣି ଥରେ ହେବ ଟିକାକରଣ
ଭୁବନେଶ୍ବର: କିଛି ଦିନ ଧରି କରୋନା ଟିକାକରଣ ବନ୍ଦ ରହିଥିବା ବେଳେ ପୁଣି ଆଜିଠୁ ଟିକାକରଣ ହେବ ବୋଲି ଜଣାପଡିଛି । ବିଦେଶରେ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ମଧ୍ୟ ଲୋକେ ସତର୍କ ହୋଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ଟିକାକରଣ…