ପାଣ୍ଡିଆନ୍ଙ୍କୁ ଏଫ୍ଆଇଏଚ୍ ସଭାପତି ପୁରସ୍କାର
ଭୁବନେଶ୍ବର: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଫାଇନାଲ୍ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ୍ଙ୍କୁ ଏଫ୍ଆଇଏଚ୍ ସଭାପତି ପୁରସ୍କାର ପ୍ରଦାନ କରାଯାଇଛି। ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।…