ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି

 ଆମେରିକୀୟ ସର୍ଟ ସେଲର ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି ।  ଆଦାନି ଗ୍ରୁପ୍ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ୪୩ ପ୍ରତିଶତ ହ୍ରାସ ଘଟିଥିବାରୁ ନିବେଶକମାନେ ହଜାର ହଜାର କୋଟି ଟଙ୍କା ହରାଇଲେଣି । ଏଥି ସହିତ କମ୍ପାନୀ ଗୁଡ଼ିକର ମିଳିତ ବଜାର ମୂଲ୍ୟ ୧୦ ହଜାର…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା । କମିଶନରେଟ୍ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବ । ଖଣ୍ଡିଗିରି ଥାନା ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିବ । କୋର୍ଟରେ ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବ । ତେବେ ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ…

୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍

ନୂଆଦିଲ୍ଲୀ : ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି । ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ…

ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ

ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ…

ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍

ଝାରସୁଗୁଡ଼ା : ଝାରସୁଗୁଡାରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା । ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କ୍ରାଇମବ୍ରାଞ୍ଚର କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନାରେ ସ୍ବରେଜ ଟ୍ୟାଙ୍କରେ ଚାଲିଛି ଖୋଳାଖୋଳି । ତେବେ ଅଭିଯୁକ୍ତ…

ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ପୋଲିସ ଦ୍ବାରା ଅଟକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ପୋଲିସ ଦ୍ବାରା ଅଟକ । କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଗଣ୍ଡୋଗଳ ଅଭିଯୋଗରେ ଅଟକ । ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସେଜି ସିଂ । ପୋଲିସ ଆସିବା…

ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ

ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଜୁନ୍‌ ମାସରେ  ଆମେରିକା ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ନିମନ୍ତ୍ର କରିଛନ୍ତି ।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ…

ବିଜୟ ମହାପାତ୍ରଙ୍କ ଚାଞ୍ଚଲ୍ୟ କର ବୟାନ୍‌

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍‌ । ନବ ଦାସଙ୍କୁ ହତ୍ୟା କରିବା ପାଇଁ କିଏ କରିଥିଲା ଷଡ଼ଯନ୍ତ୍ର?  ଗୋପାଳ କରିଥିଲା ନା ସେ କେବେଳ ଏକ ମୋହରା? ମର୍ଡର ପ୍ଲାନ୍‌ ପଛରେ ଆଉ କିଏ ରହିଛି କି?ସେ କହିଛନ୍ତି, ହତ୍ୟାକାଣ୍ଡର ଦୁଇ…

କେନ୍ଦ୍ର ବଜେଟ୍ କୁ ନେଇ କଣ କହିଲେ ନବୀନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ନେଇ ଅଧା ପ୍ରଶଂସା କଲେ ନୀବନ ଆଉ ଅଧା ନିନ୍ଦା କଲେ ବି । କହିଲେ  କିଛି ଭଲ ଦିଗ ରହିଛି, ଯାହା ପ୍ରଶଂସାଯୋଗ୍ୟ। ହେଲେ ଆଉ କିଛି ଉଦ୍‌ବେଗଜନକ ଚିତ୍ର ରହିଛି, ଯାହାକୁ ଅନୁଧ୍ୟାନ କରାଯିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

୧୬୮ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌

ଅହମଦାବାଦ:  ୧୬୮ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌ । ସିରିଜ ଜିତିଲା ଭାରତ ।  ଶୁବମନ ଗିଲ୍‌ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକ ଦଳକୁ ବିଜୟ ଦେବାରେ ସହାୟକ ହେଲା । https://twitter.com/BCCI/status/1620831772580929536?s=20&t=tAmQhFclKwSklqrAgW2Ifw…