ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ…

ଆସୁଛନ୍ତି ରାଷ୍ଟ୍ରପତି

ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର୍‌ ସୁଲୋଚନା…

ଫୋକସ୍‌ ରାଜ୍ୟ ଘୋଷଣା କର: ଭର୍ତ୍ତୃହରି

ଓଡ଼ିଶାକୁ ତିନି ବର୍ଷପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟ ରୂପେ ଘୋଷଣା କରାଯାଉ ଦାବି କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବର୍ଷକୁ ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଆମର ଗୋଟିଏ ମାତ୍ର ଦାବି ହେଉଛି ଓଡ଼ିକୁ ତିନି ବର୍ଷ ପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା…

ତୁର୍କୀ, ସିରିୟାରେ ମୃତ୍ୟୁ ସଂଖ୍ୟା ୧୯ ହଜାର ଟପିଲା

ତୁର୍କୀ ଓ ସିରିୟା‌‌ରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି। କେବଳ ତୁର୍କୀରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ତୁର୍କୀରେ ପ୍ରାୟ ୧,୮୦,୦୦୦ ଲୋକ ସେମାନଙ୍କ ଘରର ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି…

ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା

ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା । ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ରାଷ୍ଟ୍ରପତିଙ୍କ କାରକେଡ୍ ପାଇଁ ରିହର୍ସାଲ କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ…

ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ରାଜଧାନୀରେ ଘର ମାଲିକ ଆଶ୍ୱସ୍ତ । ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ଏହାପରେ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧…

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ  ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…

ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ

ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏଥର ଆଉ ଜଣେ ଯୁବତୀଙ୍କ ସହ ବିଧାୟକଙ୍କ ଫଟୋ ଭାଇରାଲ ହୋଇଛି । ଗୋଟିଏ ପଟେ ପ୍ରେମିକା ସୋମାଲିକାଙ୍କ ସହ ବିବାଦ ଚାଲିଛି । ବିଧାୟକଙ୍କ ଗିରଫଦାରୀ ଦାବି କରି ବିରୋଧୀ ହୁଲୁସ୍ତୁଲ କରୁଛନ୍ତି । ଆଉ ଏପଟେ ବିଧାୟକଙ୍କ ସହ ଏହି ଯୁବତୀଙ୍କ…

ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର

ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର । କୀର୍ତ୍ତି ସେନନଙ୍କ ସହ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ଏହାର ଜବାବ ରଖିଛନ୍ତି ପ୍ରଭାସଙ୍କ ଟିମ୍ ।ପ୍ରକୃତ କଥା ହେଉଛି ସାଉଥ୍ ସୁପରଷ୍ଟାର ଓ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସେନନ୍ ଖୁବ ଶୀଘ୍ର ନିଜର…