କଂଗ୍ରେସକୁ ଚେତାବନୀ ଦେଲା ଫୋନ ପେ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ମଧ୍ୟପ୍ରଦେଶରେ ତାହାର ପୁନରାବୃତ୍ତି କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ କର୍ଣ୍ଣାଟକ ପରି ମଧ୍ୟପ୍ରଦେଶରେ ବି ଆରମ୍ଭ ହେଲାଣି ପୋଷ୍ଟର ୱାର । କର୍ଣ୍ଣାଟକରେ କଂଗ୍ରେସ ଫୋନ ପେ ଲୋଗୋ ଥିବା ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ

ମଣିପୁର:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା…

ତ୍ରିପୁରା ରଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି।…

ଶ୍ରୀମନ୍ଦିର ସିଂହଦ୍ୱାର ରୂପାରେ ଝଲସିଲା

ପୁରୀ :ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ…

ସୁନାବେଶ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ୍ । ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ସାମ୍ବାଦିକ ସମ୍ମିଳନୀ । ସୁନାବେଶ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍ ମୁତୟନ କରାଯିବ । ଡ୍ରୋନ୍ କ୍ୟାମେରା…

ଜଗତସିଂହପୁର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ ପରେ ସଭାସ୍ଥଳକୁ ଯାଇଥିଲେ । ପାଞ୍ଚ ହଜାରରୁ ଅଧିକ ଲୋକ 5T ସଚିବ…

ଚନ୍ଦ୍ରଶେଖର ଆଜାଦ ରାବଣଙ୍କୁ ଗୁଳିମାଡ଼

ସରହନପୁର: ଚନ୍ଦ୍ରଶେଖର ଆଜାଦ ରାବଣଙ୍କୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣ । ଉତ୍ତରପ୍ରଦେଶ ସରହନପୁରରେ ଗୁଳି ମାଡ଼ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଚନ୍ଦ୍ରଶେଖରଙ୍କ ପେଟରେ ସାମାନ୍ୟ ଆଘାତ କରି ସିଟରେ ବାଜିଥିଲା ଗୁଳି । …

ଆଜି ମଣିପୁର ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଇମ୍ଫାଲ: ମଣିପୁରରେ ହିଂସା କମୁନଥିବା ବେଳେ ରାଜନୀତି କିନ୍ତୁ ଜୋରଧରିଛି । ଆଜି ମଣିପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ଗତ ଦୁଇ ମାସ ଧରି ଲାଗି ରହିଥିବା ହିଂସାକୁ ବନ୍ଦ କରିବା ପାଇଁ ଅପିଲ କରିବେ ରାହୁଲ ଗାନ୍ଧୀ ବୋଲି ଜଣାପଡିଛି । ମଣିପୁର ହିଂସା ଦମନ…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ଶ୍ରୀଜିଉଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ ।  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ । ଠାକୁରଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା…

ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଆସିଛି ଏକ ବଡ଼ ଖବର । ଚନ୍ଦ୍ରଯାନ-୩ କେବେ ଲଞ୍ଚ ହେବ ସେ ନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଜୁଲାଇ ମାସ ୧୨ରୁ ୨୫ ତାରିଖ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ମାତ୍ର ଏବେ ଜୁଲାଇ…