ଆଜିର ରାଶିଫଳ

ମେଷ: ଲୋକଙ୍କର ସକାରାତ୍ମକ ପରାମର୍ଶ ମିଳିବ। ନୂଆ କାମ କରିବା ବିଷୟରେ ଭାବି ପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କୁ କ୍ୟାରିଅର ସମ୍ବନ୍ଧରେ ବଡ଼ ସଫଳତା ମିଳିବ।‌

ବୃଷ: ସାରା ଦିନ ମନ ଖୁସି ରହିବ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। କୌଣସି କ୍ଷେତ୍ରରେ ନିବେଶ କରିବେ।

କର୍କଟ: ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିବ। ଚାକିରିରେ ପଦୋନ୍ନତିର ସଙ୍କେତ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବଢ଼ିବ।

ସିଂହ: କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ। ଧନଲାଭର ନୂଆ ସୁଯୋଗ ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ସମର୍ଥନ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ମନରେ ନୂଆ ନୂଆ ବିଚାର ଠୁଳ ହେବ। ଆପଣଙ୍କର ବୁଦ୍ଧି ବିରୋଧୀମାନଙ୍କୁ ଦୂରେଇ ରଖିବ। ରାଜନୈତିକ କାର୍ଯ୍ୟକ୍ରମ ପ୍ରତି ଆଗ୍ରହୀ ହେବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ତୁଳା: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରନ୍ତୁ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବେ।

ବିଛା: ଆତ୍ମବିଶ୍ବାସ ବଢ଼ିବ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ସାମାଜିକ ଗଣମାଧ୍ୟମରେ ନୂଆ ବନ୍ଧୁ ବନାଇବେ। ଜୀବନସାଥୀଙ୍କ ସହିତ ଥିବା ମତାନ୍ତର ସମାପ୍ତ ହୋଇଯିବ।

ଧନୁ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର ସବୁ ଲୋକ କାମରେ ପରସ୍ପରଙ୍କୁ ସାହାଯ୍ୟ କରିବେ। ଆୟର ସୁଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

ମକର: ଆପଣଙ୍କ ପ୍ରଦର୍ଶନ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବ। ସହକର୍ମୀଙ୍କ ସହ ବନ୍ଧୁତା ହେବ। ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ। ସାହିତ୍ୟିକଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଶାନ୍ତ ମନରେ କାମ କରନ୍ତୁ, ପ୍ରଚୁର ଲାଭ ପାଇବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଜୀବନସାଥୀଙ୍କ ପକ୍ଷରୁ ସୁଖଦ ସଂକେତ ମିଳିପାରେ। ମନ ସନ୍ତୁଷ୍ଟ ରହିବ।

ମୀନ: ପୁରୁଣା ଚିନ୍ତା ସମାପ୍ତ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବନ୍ଧୁ ସହ କଥାବାର୍ତ୍ତା ହେବେ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ଠିକ୍ ରହିବ।