ରାଶିଫଳ : ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଦ୍ୱାଦଶୀ ଦିବା ଘ୦୨/୩୦ ଗତେ ତ୍ରୟୋଦଶୀ
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୩୪ ଗତେ ପୂଷ୍ୟା
ଚନ୍ଦ୍ର- ମିଥୁନ ରାତ୍ରି ଘ୦୭/୪୩ ଗତେ କର୍କଟ
ଯୋଗ- ଅସ୍ରୁକ୍
କରଣ – ତୈତିଳ
ସୌରମାସ- ସିଂହ ୦୪ ଦିନ
ମେଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ବୃଷ: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା ହେବ। ବିଲଡ଼ର୍ସଙ୍କୁ କୌଣସି ଠିକାରେ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ମିଥୁନ: ପୁରୁଣା ଚିନ୍ତା ସମାପ୍ତ ହେବ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭ୍ରମଣ ସୁଖଦ ରହିବ। ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରଖନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ପରିବାରରେ ଶାନ୍ତିର ବାତାବରଣ ରହିବ। ବଜାରରେ କିଛି ସାମଗ୍ରୀ କିଣି ପାରନ୍ତି। କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ସିଂହ: ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ। ବୈବାହିକ ଜୀବନ ଖୁସି ଭରା ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
କନ୍ୟା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ନବ ବିବାହିତ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ତୁଳା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ଲାଗି ତାଙ୍କ ମନ ପସନ୍ଦର ବସ୍ତ୍ର କିଣିପାରନ୍ତି।
ବିଛା: ନୂଆ କରିବା ଲାଗି ନୂଆ ବିଚାର ନିୟମ ଉପରେ ବିଚାର କରିବେ। ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
ଧନୁ: ଭାଗ୍ୟର ଦ୍ବାର ଖୋଲିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟର ଯଥେଷ୍ଟ ଲାଭ ହେବ। ରାଜନୀତିକ କାର୍ଯ୍ୟରେ ରୁଚି ନେବେ। ଯୋଗ ଅଭ୍ୟାସ କରାଉଥିବା ମହିଳାଙ୍କୁ ଗ୍ରାହକଙ୍କ ଠାରୁ ଯଥେଷ୍ଟ ଲାଭ ହେବ।
ମକର: କୌଣସି ଶୁଭ ସୂଚନା ପାଇବେ। ଅଧୁରା ଯୋଜନା ସଂପୂର୍ଣ୍ଣ କରିବା ଲାଗି ଉତ୍ତମ ସମୟ। ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ
କୁମ୍ଭ: ମାନସିକ ରୂପେ ସୁସ୍ଥ ରହିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ଜୀବନ ଭଲ ରହିବ।
ମୀନ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଭଲ ପରିଣାମ ପାଇବେ