ଯଦି ଆପଣ ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି, ତେବେ ଏକ ପାତ୍ରରେ ଜଳ ରଖି ପ୍ରଭୁ ହନୁମାନଙ୍କ ପ୍ରତିମା ସମ୍ମୁଖରେ ରଖନ୍ତୁ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ଜଳକୁ ପାନ କରନ୍ତୁ। ଏପରି ଲଗାତାର ୨୧ ଦିନ କରିବା ଦ୍ୱାରା ଆପଣଙ୍କୁ ରୋଗରୁ ମୁକ୍ତି ମିଳିବ।
ଅନ୍ଧାର କିମ୍ବା ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସକାଳେ ୧୦୮ଥର ‘ ଓଁ ହଂ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
ପ୍ରତି ମଙ୍ଗଳବାର ଓ ଶନିବାର ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ଗୁଡ଼, ଚଣା ଭୋଗ କରନ୍ତୁ। ଏଭଳି ୨୧ ଦିନ ଲଗାତାର କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ପ୍ରତି ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ଦ୍ୱାରା ଶନିଙ୍କ କୁପ୍ରଭାବ ପଡ଼ିନଥାଏ ବୋଲି କୁହାଯାଏ। ଏହିଦିନ ଆମିଷ ଓ ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ଏହା ସହ ପ୍ରତି ଶନିବାର ସୁନ୍ଦରାକାଣ୍ଡ ପାଠ କରିବାକୁ ଚେଷ୍ଟା କରନ୍ତୁ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post