Browsing Tag

#winterinodisha

ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା

ମେଟ୍ରୋ ଟିଭି ଓଡିଶା,୧୬/୧: ବର୍ଷା ସରିଯିବା ପରେ ରାଜ୍ୟରେ ଏବେ ଶୀତର ଲହରି ଆସିବ । ପୂଣି ଜାରି ହେବ ଶୀତର ପ୍ରକୋପ । ଆଗାନୀ ୩ଦିନ ଅସହ୍ୟ ଶୀତରେ ଥରିବ ପୁରା ଓଡିଶା । ଏହାକୁ ନୋଇ ପୂର୍ବାନିମାନ କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି

ରାଜ୍ୟରେ କମିବ ଶୀତ,୧୦ରୁ ବର୍ଷା ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୭/୧:ଗତକାଲି ରାତିରେ ଶୀତର ତାପମାତ୍ରା କମ୍ ରହିଥିବା ବେଳେ ଆସନ୍ତା ୩ଦିନରେ ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢିବ ସହ ରାଜ୍ୟରେ ଶୀତର ତାପମାତ୍ରା କମିବ । ଏହା ସହ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ