ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା ମାଧ୍ୟମରେ ଦେଶରେ ସାମ୍ପ୍ରତିକ ଅଶାନ୍ତିର ଶିକାର ହୋଇଥିବା ଯୁବବର୍ଗଙ୍କୁ ସମ୍ମାନ ଜଣାଇଛନ୍ତି।
Trending
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
- ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି
- ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦୀ
- ମୁଁ ବିଷ ପିଇଦେବି , କାହିଁକି ଏପରି କହିଲେ ମୋଦୀ
- ବିଜେଡି ଛାଡ଼ୁଛନ୍ତି ନେତା, ଆଗକୁ କିଏ
- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ
- ଘର ଆଟାଚ୍ମେଣ୍ଟ୍ ବିରୁଦ୍ଧରେ ଚ୍ୟାଲେଞ୍ଜ୍ କରିପାରନ୍ତି ଅର୍ଚ୍ଚନା
- ରେଳ ମାନଚିତ୍ରରେ ଯୋଡ଼ି ହେଲା ଆଇଜର
- ଅର୍ଚ୍ଚନା ନାଗଙ୍କ ଘର ଆଟାଚ
- ପୂର୍ବତନ ଛାତ୍ର ବିଜେଡି ସଭାପତି ଦଳ ଛାଡିଲେ, ଆଣିଲେ ସଙ୍ଗୀନ ଅଭିଯୋଗ
Next Post