Browsing Tag

#india

କର୍ମଚାରୀଙ୍କୁ ଶୋଇବା ଲାଗି ଅଧଘଣ୍ଟା ବ୍ରେକ୍ ଦେଉଛନ୍ତି କମ୍ପାନୀ, ଜାଣନ୍ତୁ କେଉଁଠି?

ମେଟ୍ରୋଟିଭିଓଡିଶା(୭.୫.୨୦୨୨)  ପରିଶ୍ରମ କରି କରୁଥିବା କାମ ମଧ୍ୟରେ ସାମାନ୍ୟ ଢୁଳେଇ ପଡିଲେ ଶରୀରରେ ନୂଆ ଶକ୍ତିର ସଞ୍ଚାର ହୋଇଯାଏ। ଚାକିରୀ ବୃତ୍ତି କରୁଥିବା ଲୋକଙ୍କୁ ଏହାର ଆବଶ୍ୟକତା ବି ନିହାତି ଥାଏ। ବେଙ୍ଗାଲୁରର ଏକ ଷ୍ଟାର୍ଟ-ଅପ୍ କାର୍ଯ୍ୟ ଦିବସରେ କର୍ମଚାରୀଙ୍କୁ ଅଧଘଣ୍ଟା