ବିନା ଓଟିପିରେ ହେବ ଅନଲାଇନ୍ କାରବାର

ଅନଲାଇନ୍ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ…

ଲାପଟପ୍ କୋଳରେ ରଖି କାମ କରୁଛନ୍ତି କି ?

ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ । ଯଦି ଆପଣ ମଧ୍ୟ ନିଜକୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ । ଯଦି ଆପଣଙ୍କ କୋଳରେ ଲାପ୍ଟପ୍…

ଫ୍ରେଶର୍ସଙ୍କ ପାଇଁ ଚାକିରି

ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ…

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି।  ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି।ଶିଳ୍ପା…

ନଥିଂ ଫୋନ୍‌ର ନୂଆ ସଂସ୍କରଣ

ସ୍ମାର୍ଟ ଫୋନ୍‌ ସହ ନୂଆ କରି ବଜାର ପ୍ରବେଶ କରିଥିବା ୟୁନାଇଟେଡ୍‌ କିଙ୍ଗଡମ୍‌ର ‘ନଥିଂ ଫୋନ୍‌’ କମ୍ପାନି ଆଗାମୀ ୫ ତାରିଖରେ ତାହାର ତୃତୀୟ ଫୋନ୍ ‘ନଥିଂ ଫୋନ୍‌-୨ଏ’ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି। ଅନ୍ୟତମ ଫୋନ୍‌ କମ୍ପାନି ‘ଵାନ୍‌ପ୍ଲସ୍‌’ର ସହପ୍ରତିଷ୍ଠାତା କାର୍ଲ ପେଇଙ୍କ ଦ୍ବାରା…

ବିଧାୟକଙ୍କ ଘରେ ଇଡି !

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି। ୨୦ କୋଟି ଜମି କେଳେଙ୍କାରୀ…

ଆସନ୍ତା କାଲି ଭାରତ ବନ୍ଦ !

ଦିଲ୍ଲୀରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି ।ଏହି ଧର୍ମଘଟ ମାଧ୍ୟମରେ ତାଙ୍କର ଲକ୍ଷ୍ୟ ରହିଛି କି କୃଷକଙ୍କ ସ୍ୱର ବୃଦ୍ଧି କରିବା, ଯାହାଦ୍ୱାରା ସରକାର ସେମାନଙ୍କ ଦାବି ପୂରଣ କରିବେ ।…

ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନେକ ରାଜ୍ୟରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଦିନି ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ରେକର୍ଡ଼ କରାଯାଇଛି । ତେବେ ଆସନ୍ତା ୪ରୁ ୫…

ଆଜି ଭାରତ ଇଂଲଣ୍ଡର ତୃତୀୟ ଟେଷ୍ଟ

ଆଜିଠୁ ଭାରତ ଇଂଲଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟ । ରାଜକୋଟରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ମ୍ଯାଚ୍ । ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ଯାଚ ଜିତି ୧-୧ରେ ବରାବର ରହିଛନ୍ତି । ୫ ଟିକିଆ ସିରିଜରେ ଆଜିର ମ୍ଯାଚ ଜିତି ଅଗ୍ରଣୀ ରହିବାକୁ ଉଭୟ ଦଳ ଲକ୍ଷ ରଖିଛନ୍ତି । ଏଥିପାଇଁ ଭାରତ ସ୍ବତନ୍ତ୍ର ରଣନୀତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା କଳାକାରଙ୍କ ଭତ୍ତା

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦…