ଓଡ଼ିଶାର ବଡ଼ମାଳ ଗୋଳାବାରୁଦ କାରଖାନାରେ ନିଯୁକ୍ତି ସୁଯୋଗ

ରାଜ୍ୟର ବଲାଙ୍ଗିର ଜିଲ୍ଲାରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ବେତନ ସହିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ…

ବନ୍ଦ ହୋଇଯିବ GPay ପେମେଣ୍ଟ

ଗୁଗଲର GPay ପେମେଣ୍ଟ ଆପ୍ ୪ ଜୁନ୍ ୨୦୨୪କୁ ବନ୍ଦ ହୋଇଯିବ । ତେବେ ଗୁଗଲର ଏହି ପେମେଣ୍ଟ ଆପ୍ ବନ୍ଦ ହୋଇଯିବା ଦ୍ୱାରା ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାରେ ପଡିଯାଇ ପାରନ୍ତି । ତେବେ ଗୁଗଲର ଏହି ନିଷ୍ପତ୍ତି ୨୦୨୨ରେ ଲଞ୍ଚ ହୋଇଥିବା ଗୁଗଲ ୱାଲେଟ୍ କାରଣରୁ ଆସିଛି । ବହୁ ଦେଶରେ ଗୁଗଲ ୱାଲେଟ୍ ସହିତ…

ଜୋତା-ଚପଲ ପିନ୍ଧି ଖାଇଲେ କ’ଣ ରହିଛି କାରଣ?

ହିନ୍ଦୁ ଧର୍ମରେ ଭୋଜନକୁ ଭଗବାନଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ । ତେଣୁ ଖାଦ୍ୟ ଖାଇବା ଏକ ପବିତ୍ର କାର୍ଯ୍ୟ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଦେବା ଅନ୍ନପୂର୍ଣ୍ଣା ଭୋଜନ ପ୍ରଦାନ କରିଥାନ୍ତି । ଦେବ ଦେବ ମହାଦେବ ମଧ୍ୟ ଭୋଜନ ବିନା ଅସହାୟ ହୋଇଯାଆନ୍ତି । ତେଣୁ କାଶୀରେ ଭଗବାନ…

ହ୍ୟାକରଙ୍କ ନଜରରେ ୟୁଜର

ୟୁଜରମାନେ କମ୍ପ୍ୟୁଟରରେ କିମ୍ବା ମୋବାଇଲ୍ ଫୋନରେ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି। ସେଥିପାଇଁ ଏକ ବ୍ରାଉଜର୍ ଆବଶ୍ୟକ ହୋଇଥାଏ। ଅଧିକାଂଶ ଏଥିପାଇଁ ଗୁଗଲର କ୍ରୋମ ବ୍ରାଉଜର ବ୍ୟବହାର କରନ୍ତି । କିନ୍ତୁ, ନିକଟ ଅତୀତରେ, ଗୁଗଲ୍ କ୍ରୋମ୍ ୟୁଜରଙ୍କୁ କେନ୍ଦ୍ର ସରକାର କିଛି ଚେତାବନୀ…

ବଡ଼ ସଙ୍କଟରୁ ମୁକୁଳିଲା ଭାରତ

ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ ଆଜି ଆଉ ୮୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଦଳର ନୂଆ…

ଆର୍ଟିକିଲ ୩୭୦ ଫିଲ୍ମ ଦେଖ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଏକ ସଭା ଥିଲା ଏବଂ ଫିଲ୍ମର ନାମ ହେଉଛି “ଆର୍ଟିକିଲ ୩୭୦’ ।ପ୍ରଧାନମନ୍ତ୍ରୀ…

ଚିଲିକାରେ ଫସିଲା ଡଙ୍ଗା

ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକି ଯାଇଛି । ତେବେ ମଝି ଚିଲିକାରେ ୩୦ ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଜଣାପଡିଛି । ଯାତ୍ରୀମାନଙ୍କ ସହ ୮ଟି ବାଇକ ମଧ୍ୟ ଡଙ୍ଗାରେ ରହିଛି । ଅଧଘଣ୍ଟାରୁ ଅଧିକ ସମୟ ହେଲାଣି ଫସି ରହିଛି ଏହି ଡଙ୍ଗା ।ସୂଚନା ଅନୁଯାୟୀ, କିଛି ଯାନ୍ତ୍ରିକ…

ନ୍ୟୁୟର୍କର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ

ଆମେରିକାର ନ୍ୟୁୟର୍କରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କର ହାର୍ଲେନରେ ଶୁକ୍ରବାର ଦିନ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିିଥିଲା । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ…

ମେଘୁଆ ପାଗକୁ ଝିପିଝିପି ବର୍ଷା

ରାଜ୍ୟରେ ମେଘୁଆ ପାଗ ସହ ତଳ ମୁହାଁ ହୋଇଛି ପାରଦ । ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓ ଉତ୍ତର ଉପକୂଳ…

ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା

ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ…