ଆଇପିଏଲ୍‌ ରେ ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି

ସମସ୍ତ ପ୍ରକାର ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି। ଷ୍ଟାଡିୟମ୍‌ ଭିତରେ ଏବଂ ସିଧାପ୍ରସାରଣ ସମୟରେ ଜାତୀୟ ଟିଭି ଚ୍ୟାନେଲ୍‌ରେ ଏହାକୁ ନ ଦେଖାଇବାକୁ ଚଳିତ ମାସ ୨୨ ତାରିଖରୁ…

ମରିସସରେ ପହଞ୍ଚିଲେ ମୋଦୀ

ମରିସସରେ ପହଞ୍ଚିଲେ ମୋଦୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ…

ମହୋଦଧିରେ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ

ଆଜି ପୂଷ୍ୟା  ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ ।  ବିଶ୍ବାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳିଥାଏ । ୧୦ ତାରିଖ ଦିନ ପାପନାଶିନୀ ଏକାଦଶୀରେ ୧୧ ତାରିଖ ସକାଳ ୮.୧୫ ସୁଦ୍ଧା ପୂଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀସ୍ନାନ କରିବାର ରହିଛି ନିୟମ । ।…

ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସୋମବାର ବୌଦ୍ଧରେ ସର୍ବାଧିକ…

ଫାଲଗୁଣ ପୂର୍ଣ୍ଣିମାରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବ

ଚଳିତ ବର୍ଷର ପ୍ରଥମ ଗ୍ରହଣ ଫାଲଗୁଣ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣରେ ଚଳିତ ଥର ୧୪ ମାର୍ଚ୍ଚରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ୯ଟା ୨୭ ମିନିଟ୍‌ରୁ ଦିନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଗ୍ରହଣ ସମୟ ଥିବା ବେଳେ ମୋଟ୍‌ ୬ ଘଣ୍ଟା ୩ ମିନିଟ୍‌ ଏହାର ସମୟ ରହିଛି।…

ଅବସର ଗୁଜବ ମିଛ – ରବିନ୍ଦ୍ର ଜାଡେଜା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଏକଦିବସୀୟ ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ,…

ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କଲେ ନୀତା ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଫିଟନେଟ ଚର୍ଚ୍ଚାରେ ରହିଆସିଛି। ଆନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ଫିଟନେସକୁ ନେଇ ଆଲୋଚନା କରିବା ସହିତ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ୫୦ ଏବଂ ୬୦ ବର୍ଷ ବୟସରେ…

୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ କଲେ ଆଶାକର୍ମୀ

ତାତିଲେ ଆଶାକର୍ମୀ । ୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ । ଡବଲ ଇଞ୍ଜିନ ସରକାରକୁ କରିଛନ୍ତି ଟାର୍ଗେଟ । ଦାବି ପୂରଣ ନହେବା ଯାଏ ଲୋୟର ପିଏମଜି ନଛାଡିବାକୁ ନିଷ୍ପତ୍ତି ନେଇଛି ସଂଘ । ଆଶାକର୍ମୀଙ୍କର ଏପରି ଗର୍ଜନରେ କମ୍ପିଉଠିଛି ରାଜଧାନୀ…

ଆଜି କିଛି ସମୟ ଅଚଳ ହୋଇଥିଲା ‘ଏକ୍ସ’

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଆଜି ଏକ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏକ୍ସର ସେବା ଅଚଳ ହୋଇଯାଇଥିଲା, ଯାହା ଫଳରେ ଆପ୍ ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁସାରେ, ସୋମବାର, ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ପ୍ରାୟ…

ବଲିଉଡ୍‌ରେ ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର

ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ଶୁଟିଂ ଶେଟ୍‌ର ଏକ…