ଛେପ ଲଗାଇ କେଶ କାଟି ବିବାଦରେ ଜାଭେଦ ହବିବ

ମେଟ୍ରୋ ଟିଭି ଓଡିଶା,୭/୧: ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କର କେଶ କାଟୁଥିବା ବେଳେ ଛେପ ଲଗାଇ ବିବାଦରେ ଫସିଛନ୍ତି ଜାଭେଦ ହବିବ । ଏନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ଭାଇରଲ ହେଉଥିବା ଭିଡିଓଟି ୩

ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା

ମେଟ୍ରୋ ଟିଭି ଓଡିଶା,୭/୧: ଆଗକୁ ନିର୍ବାଚନ ଥିବା ହେତୁ ଭାରତୀୟ ନିର୍ବାଚନ କମିଶନର ସବୁ ରାଜ୍ୟ ପାଇ ନିର୍ବାଚନୀ ଖର୍ଚ୍ଚକୁ ବୃଦ୍ଧି କରିବା ସୂଚନା ଜାରି ହୋଇଛି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇ ନିର୍ବାଚନ ଖର୍ଚ୍ଚ ବଢିଛି । ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇ ନିଜ ଘରେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଗତକାଲି ସେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓ କହିଛନ୍ତି

ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ

ଦେଶରେ ଲକ୍ଷେ ପାର କଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ଦେଶରେ କରୋନାର କାୟା ମାଡିବାର ଲାଗିଲାଣି । ଏହି କାୟା ଧିରେ ଧିରେ ଲକ୍ଷେ ଟପିଲାଣି । ଦେଶରେ ଗୋଟିଏ ଦିନରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୨୮.୮ପ୍ରତିଶତ ବଢିଛି ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ଦେଶରେ

ବନ୍ଦ ହେଲ ବୁର୍ଲା ଭିସୁଟ୍‌

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର କାୟା ଯୋଗୁ ଚାରିଆଡେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂକ୍ରମଣ ଏବେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଆଡେ ମାଡି ଗଲାଣି । ଏବେ କରୋନାରେ ସଂକ୍ରମିତ ହେଲେଣି ଛାତ୍ରଛାତ୍ରୀ । ଏହା ସହ ବନ୍ଦ ହୋଇଛି ବୁର୍ଲା ଭିସୁଟ୍ । ଛାତ୍ରାଛାତ୍ରୀ

ରାଜ୍ୟରେ କମିବ ଶୀତ,୧୦ରୁ ବର୍ଷା ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୭/୧:ଗତକାଲି ରାତିରେ ଶୀତର ତାପମାତ୍ରା କମ୍ ରହିଥିବା ବେଳେ ଆସନ୍ତା ୩ଦିନରେ ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢିବ ସହ ରାଜ୍ୟରେ ଶୀତର ତାପମାତ୍ରା କମିବ । ଏହା ସହ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ

ମାଟିର ମୂଲ୍ୟ ୨୫୦ କୋଟି ଟଙ୍କା

ମେଟ୍ରୋ ଟିଭି ଓଡିଶା,୬/୧: ରାଜସ୍ଥାନରେ ରହିଛି ଏପରି ନଦୀ ଯାହାର ମାଟିର ମୂଲ୍ୟ ସୁନାର ମୂଲ୍ୟ ସହ ସମାନ ।ରାଜସ୍ଥାନର ଝୁନଝୁନ ଜିଲ୍ଲାର ଖେତଡି ବସ୍ତିର ପାହାଡରେ ରହିଛି ୫୬ ବର୍ଷୀୟ ପୁରଣା ନଦୀ । ଏହାର ୮କିମି ପରିବ୍ୟାପ୍ତ ଏହି ସ୍ଥାନରେ ମାଟିର ମୂଲ୍ୟ ୨୫୦କୋଟି ଟଙ୍କା ହେଲାଣି । ଏକ

ବଚ୍ଚନଙ୍କ ଘରେ କରୋନା

ମେଟ୍ରୋ ଟିଭି ଓଡିଶା,୬/୧: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍ସା’ରେ କାର‌୍ୟ୍ୟରତ ଜଣେ ସହାୟକ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ଜାନୁଆରି ୨ ତାରିଖ ରବିବାର ଦିନ ବଚ୍ଚନଙ୍କର ‘ପ୍ରତୀକ୍ଷା’ ଏବଂ ‘ଜଲ୍ସା’ ବଙ୍ଗଳାର ୩୧ଜଣ ସହାୟକଙ୍କ ନମୁନା ପରୀକ୍ଷା କରାଯିବା ପରେ ମାତ୍ର

୯୭୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ମେଟ୍ରୋ ଟିଭି ଓଡିଶା,୬/୧: ମାତ୍ର ୯୭୭ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି ଟାଟା ଗ୍ରୁପର ଏୟାରଲାସନ୍ସ ଭିସ୍ତାର । ଏହି କମ୍ପାନୀକୁ ୭ବର୍ଷ ପୁରିଛି ।ଏହି ଅବସରରେ ଯାତ୍ରୀଙ୍କୁ ଉପହାର ଆକାରରେ ଶସ୍ତା ବିମାନ ଟିକେଟ ପ୍ରଦାନ କରୁଛି ଭିସ୍ତାରା। ଜାନୁଆରି ୭ତାରିଖ ରାତି ୧୨ଟା