ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।

ସୁପ୍ରମିକୋର୍ଟରେ ବିଚାରପତିଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଚାରିଆଡେ ବ୍ୟାପି ଗଲାଣି ।ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିସାରିଲାଣି କରୋନା । ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ

ହାତୀ ପୂଜା ପାଉଥିବା ମନ୍ଦିର

ମେଟ୍ରୋ ଟିଭି ଓଡ଼ିଶା,୮/୧: ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ

ବାହାଘରରେ ବୋହୂଙ୍କର ଗ୍ରାଣ୍ଡ ଏଣ୍ଟ୍ରି

ମେଟ୍ରୋ ଟିଭି ଓଡ଼ିଶା,୮/୧: ବାହାଘରରେ ଝିଅମାନେ ସାଧାରଣତଃ ଲାଜରେ ମୁହଁ ତଳକୁ ପୋତି ବସିଥାନ୍ତି। ଆଉ କିଛି ଝିଅ ଘର ଛାଡ଼ି ଶାଶୁ ଘରକୁ ଯିବା ଦୁଃଖରେ କାନ୍ଦୁଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି କନ୍ୟାର ଭିଡିଓ ଭାଇରାଲ ହେଉଛି, ଯିଏ ବାହାଘରରେ ଲାଜ କରିବା କିମ୍ବା କାନ୍ଦିବା

ସୋମବାରରୁ ଶ୍ରୀମନ୍ଦିର ବନ୍ଦ, ଭକ୍ତଙ୍କ ଦର୍ଶନ ମନା

ମେଟ୍ରୋ ଟିଭି ଓଡ଼ିଶା,୮/୧: ବଢୁଥିବା କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିବା ଜଗନ୍ନାଥ୍ ମନ୍ଦିର । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୋମବାର ଠାରୁ ବନ୍ଦ ରହିବ । ଭକ୍ତ କୁ ୨୨ ଦିନ ପର୍ଯ୍ୟନ୍ତ ମନ୍ଦିର ମନା । ଏଥିସହ ସର୍ବସାଧାରଣ ଦର୍ଶନ ମନା କରା ଯାଇଛି । ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ

କଟପ୍ପାଙ୍କୁ କରୋନା

ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦେଶରେ ବଢିବାରେ ଲାଗିଛି କରୋନା ଓ କାୟା ମେଲାଉଛି ଓମିକ୍ରନ ।ଏହି କରୋନାରେ ଆକ୍ରାନ୍ତ ହେଲେଣି ବହୁ ଲୋକ । ସିନେ ଜଗତରେ ମଧ୍ୟ ବହୁ ଲୋକ କରୋନାରେ ଆକ୍ରାନ୍ତ ହେଲେଣି । ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାୟା ମେଲାଉଛି କରୋନା । ବକ୍ସ ଅଫିସରେ ହଇଚଇ ସୃଷ୍ଟି

ସୁରକ୍ଷାରେ ତ୍ରୁଟି ନେଇ ବଦଳିଲେ ପଞ୍ଜାବ ପୋଲିସ ଡିଜି

ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଟାନ ନିଆଯାଇଛି । ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇିଛି । ଆଇପିଏସ ଭିରେଶ ଭୱାରଙ୍କୁ ପଞ୍ଜାବର ନୂଆ ଡିଜିପି କରାଯାଇଛି । ୟୁପିଏସସିର ସୁପାରିଶ କ୍ରମେ

ବାଇକ ଗୋଟେ ହେଲେ ବସୁଛନ୍ତି ଆଠ ଜଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ସୋସିଆଲ ମିଡିଆରେ ଏବେ ଏପରି ଅଜବ ସବୁ ଭାଇରାଲ ହେଉଛି , ଯାହାକୁ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । ଏହି ସବୁ ଅଜବ ଗଜବ ଭିଡିଓ ଭାଇରାଲ ହୋଇ ଲୋକଙ୍କ ଦୃଷ୍ଟି ଆର୍କଷଣ କରୁଛି । ଏହି ପରି ଏକ ଅଜବ ଭିଡିଓ ଆସିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ

ଅକ୍ଷୟ,ଟାଇଗରଙ୍କ ନୂଆ ଫିଲ୍ମ,ବଡେ ମିଆଁ ଛୋଟେ ମିଆଁ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ବଲିଉଡର ସବୁ ଖବର ଲୋକଙ୍କୁ ଦେଖିବା ଜାଣିବାକୁ ଆନନ୍ଦ ଯୋଗାଏ । ବିଭିନ୍ନ ଫିଲ୍ମ ଜରିଆରେ ଫ୍ୟାନ୍ସ ମାନେ ନିଜ ମନ ପସନ୍ଦର ହିରୋକୁ ଦେଖିବାକୁ ଅନେଇ ବସିଥାନ୍ତି । ଏହି ପରି ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି ଅକ୍ଷୟ ଓ ଟାଇଗର । ନିଜର ଦମଦାର ଆକ୍ସନ,ଡ୍ୟାନ୍ସ

ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି

ମେଟ୍ରୋ ଟିଭି ବ୍ୟୁରୋ,୮/୧: ନିଖୋଜ ଅଛନ୍ତି ପୋଷ୍ଟମାଷ୍ଟର । ଖୋଜି ଖୋଜି ପରିବାର ଲୋକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ କେବଳ ପୋଷ୍ଟ ମାଷ୍ଟରଙ୍କ ବାଇକ ପାଇଛି । ହେଲେ ତାଙ୍କୁ ଖୋଜି ପାଇପାରୁନି । ।ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ