ପାଣିର ମୂଲ୍ୟ ୪୫ଲକ୍ଷ ଟଙ୍କା

ମେଟ୍ରୋ ଟିଭି ଓଡିଶା,୧୦/୧: ମନୁଷ୍ୟ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଧରିବା ଅସମ୍ବବ ଅଟେ । କେଉଠି ପାଣି ଶସ୍ତାରେ ମିଳେ ତ ଆଉ କେଉଠି ପାଣି ମହଙ୍ଗା ମିଳେ । ସାଧରଣ ଠାରୁ ବଡ ଲୋକ ଯାଏ ସମସ୍ତେ ପାଣି ପିଅନ୍ତି କିନ୍ତୁ ଏପରି ପାଣି ରହିଛି ଯାହାକୁ ସାଧରଣ ଲୋକ

ଏନ୍‌ପିପି ଡେଇଁ ପଦ୍ମ ଧରିଲେ କ୍ରୀଡାମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୧୦/୧: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟିର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

୫ରାଜ୍ୟର ଟୀକା ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ମେଟ୍ରୋ ଟିଭି ଓଡିଶା,୧୦/୧: ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ମୋଦିଙ୍କ ଫଟୋ ହଟାଯିବ । ଟୀକାକରଣ ସାର୍ଟିଫିକେଟରୁ ହଟାଯିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ୫ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ଏହି କଟକଣା ଲାଗୁ

କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୧୦/୧: ୧୧ ତାରିଖରୁ ଆରମ୍ଭ ହେବ ୩ୟ ଟେଷ୍ଟ । ଭାରତ ଓ ସାଉଥ ଆଫ୍ରିକା ପ୍ରଥମ ୨ଟି ଟେଷ୍ଟରେ ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ

ବ୍ରାଜିଲ ବୋଟ ଟ୍ରାଜେଡରେ ୧୦କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ମେଟ୍ରୋ ଟିଭି ଓଡିଶା,୧୦/୧: ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ

ସୁନା ଠାରୁ ବଳିଗଲା ମିଠା

ମେଟ୍ରୋ ଟିଭି ଓଡିଶା,୧୦/୧: ମିଠା ବିଭିନ୍ନ ପ୍ରକାରର ଜିନିଷରୁ ତିଆରି ହୋଇଥାଏ । କିନ୍ତୁ କେବେ ସୁନାର ମିଠା ତିଆରି ହେବ ଏ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ମିଠା ଏକ ଏପରି ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିଛି ମିଠା ପ୍ରେମୀଙ୍କୁ ବିଭିନ୍ନ ସ୍ୱାଦର ମିଠା ଖାଇବାକୁ ଭଲ

ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଦମ୍ପତି କିଶ୍ୱର ଓ ସୁୟାଶଙ୍କ ପୁଅକୁ କରୋନା

ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଏବେ ମାଡି ଚାଲିଲାଣି । ଏବେ ପିଲାଙ୍କୁ ଘାରିଲାଣି କରୋନା । ଟିଭି ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରିଟିଙ୍କୁ କରୋନା ହେବା ପରେ ତାଙ୍କ ପିଲାମାନଙ୍କୁ ମଧ୍ୟ କରୋନା ହେଲାଣି । ଟିଭି ଇଣ୍ଡଷ୍ଟ୍ରୀର ଏକତା କପୁର, ନକୁଲ ମେହେଟ୍ଟା ସହ ତାଙ୍କ ପୁରା ପରିବାର,

ନିର୍ବାଚନ ପାଇଁ ଅନ୍‌ଲାଇନ୍‌ରେ କରନ୍ତୁ ଭୋଟର କାର୍ଡ

ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ ।

ନୋବେଲ ବିଜେତା ସୁକିଙ୍କୁ ଜେଲ

ମେଟ୍ରୋ ଟିଭି ଓଡିଶା,୧୦/୧: ନୋବେଲ ପୁରସ୍କାର ବିଜେତା ସୁକିଙ୍କୁ ୪ ବର୍ଷ ଜେଲ । ମିଆଁମାର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଓ୍ଵାକି ଟକି ମାଲିକାନା ପାଇଁ ମିଆଁମାରର ସୁ କିଙ୍କୁ ତିନିଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ

ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ

ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର